ଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଅନୁଗୁଳ: ଜିଲ୍ଲାରେ ଦରକାର ଥିବା ଜଳର ସରଂକ୍ଷଣ କିପରି କରାଯାଇପାରିବ ସେ ନେଇ ଭାରତ ସରକାରଙ୍କ ଦୁଇ ଜଣିଆ ପ୍ରତିନିଧି ଦଳ  ଅନୁଗୁଳ ଗସ୍ତ କରିଛନ୍ତି। ଏ ଅବସରରେ ଜଳ ଶକ୍ତି ମିଶନ ନିର୍ଦ୍ଦେଶକ ସଂଜୟ କୁମାର ଜୈନ ଓ ବୈଜ୍ଞାନିକ…

Continue Readingଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ଛକରେ ଏକ କଣ୍ଟେନର ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବଅଁରପାଳ ଥାନାଧିକାରୀ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତକ ବଅଁରପାଳ ବ୍ଲକ…

Continue Readingଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

ଅନୁଗୁଳ: ସ୍ଥାନୀୟ ଜାମୁଣ୍ଡା ଜଙ୍ଗଲ ଗାଁର ରାହାସ ବାଡି କେନ୍ଦ୍ର ଉଦଘାଟନ କରିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା। ଏ ଅବସରରେ ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ ଜେନା, ସଂପାଦକ ଗଗନ ବିହାରୀ…

Continue Readingଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

ରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ଅନୁଗୁଳ: ରାସ୍ତା କଡ଼ରେ ନବଜାତକ। ଅନୁଗୁଳ ମ୍ୟୁନିସିପାଲଟି ୪ନମ୍ବର ୱାର୍ଡର ବ୍ରାହ୍ମଣୀଦେଇପଡ଼ା ସାହୁ ଆପାର୍ଟମେଣ୍ଟର ପଛ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ନବଜାତକ ଶିଶୁ ଉଦ୍ଧାର ହୋଇଛି। ଛୁଆଟି ବଞ୍ଚିଥିବା ବେଳେ ରାହା ଧରି କାନ୍ଦୁଥିଲା। କାନ୍ଦ ଶୁଣି ସ୍ଥାନୀୟ ଲୋକ…

Continue Readingରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା-ଖାଇବା ସହ ଅନ୍ୟ ସୁବିଧା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କଲେ ସମାଜସେବୀ

ଅନୁଗୁଳ: କେନ୍ଦୁଝର ଭଳି ଅନୁଗୁଳରେ ବି ହେବ ଡିଏମଏଫ ସଂଜୀବନି ଭଳି ଏକ ପ୍ରକଳ୍ପ। ଏ ନେଇ ସୂଚନା ଦେଇଛନ୍ତି ସମାଜସେବୀ ଚିନ୍ମୟୀ ଦାସ। ସେ କହିଛନ୍ତି କେନ୍ଦୁଝର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କଟକ ସ୍ଥାନାନ୍ତର…

Continue Readingହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା-ଖାଇବା ସହ ଅନ୍ୟ ସୁବିଧା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କଲେ ସମାଜସେବୀ

ଉପଜିଲ୍ଲାପାଳଙ୍କ ଚେଷ୍ଟାରେ ମିଶିଲେ ମା’-ପୁଅ, ଦୀର୍ଘ ଦିନ ହେଲା ଚାଲିଥିଲା ଗଣ୍ଡଗୋଳ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଘରୋଇ କଳହ ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ସମାଧାନ ହୋଇଛି। ଏଥିସହ ଏକାଠି ହୋଇଛନ୍ତି ମା ଓ ପୁଅ। ଏହି ଘରୋଇ କଳହର ସମାଧାନ ପାଇଁ ଅଗଷ୍ଟ ୨୩ରେ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମା'…

Continue Readingଉପଜିଲ୍ଲାପାଳଙ୍କ ଚେଷ୍ଟାରେ ମିଶିଲେ ମା’-ପୁଅ, ଦୀର୍ଘ ଦିନ ହେଲା ଚାଲିଥିଲା ଗଣ୍ଡଗୋଳ

ନବବଧୂଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲେକେ ଅଭିଯୋଗ କରିଛନ୍ତି। ସୂଚନା ଯେ, ପୁରୀକିଆ ଗାଁର ନିଶାମଣି ଅମାନ୍ତଙ୍କ ଝିଅ ମିତାଲି ଅମାନ୍ତ ତଳମୂଳ ଗାଁର ଦିପୁ ପଟ୍ଟନାୟକଙ୍କ…

Continue Readingନବବଧୂଙ୍କୁ ହତ୍ୟା ଅଭିଯୋଗ

୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାରେ ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ…

Continue Reading୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

ବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତି ହେଉଛି ଅହେତୁକ ଅବହେଳା, ଜିଲ୍ଲାପାଳଙ୍କୁ କଲେ ଲିଖିତ ଅଭିଯୋଗ

ଅନୁଗୁଳ: ଜିଲ୍ଲାର ବ୍ରଏଲର କୁକୁଡ଼ା ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଅଞ୍ଚଳର ଚାଷୀମାନେ ବିଭିନ୍ନ ବ୍ଲକରେ ପ୍ରାୟ ୧୨୦୦ କୁକୁଡ଼ା ଫାର୍ମ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ କୁକୁଡ଼ା ଯୋଗାଇ…

Continue Readingବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତି ହେଉଛି ଅହେତୁକ ଅବହେଳା, ଜିଲ୍ଲାପାଳଙ୍କୁ କଲେ ଲିଖିତ ଅଭିଯୋଗ

ଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ଗାଁକୁ ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ ପନ୍ଦରଭରଣିଆ, ବଗଚର, ମଝିକା ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଗଚର ଗାଁକୁ ଯିବା ଆସିବା କରିବାକୁ ଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି।…

Continue Readingଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି