ଅପମୃତ୍ୟୁ ମାମଲାର ପୁନଃ ତଦନ୍ତ ଦାବିରେ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ, ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମରେ ଗତ ୨୧ ଅକ୍ଟୋବରରେ ଘଟିଥିବା ଏକ ଅପମୃତ୍ୟୁ ମାମଲାର ପୁନଃ ତଦନ୍ତ କରିବାକୁ ଦାବି ହୋଇଛି। ଏନେଇ ଶୁକ୍ରବାର ଅପରାହ୍ନରେ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ…

Continue Readingଅପମୃତ୍ୟୁ ମାମଲାର ପୁନଃ ତଦନ୍ତ ଦାବିରେ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ, ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ଧୁମଧାମରେ କାର୍ତ୍ତିକେଶ୍ଵରଙ୍କ ଭସାଣି ସମ୍ପନ୍ନ, ମେଳଣରେ ଏକାଠି ହେଲେ ୧୦ ମଣ୍ଡପ

ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ପଞ୍ଚାୟତରେ କାର୍ତ୍ତିକେଶ୍ଵର ଭସାଣି ଖୁବ୍ ଧୁମଧାମରେ ପାଳନ କରାଯାଇଛି। ଆଜିର ମେଳଣ କାର୍ଯ୍ୟକ୍ରମକୁ ତୁରଙ୍ଗ କେନ୍ଦ୍ରୀୟ କମିଟି ସୁଚାରରୂପେ ତୁଲାଇଥିଲେ। କାର୍ଯ୍ୟକ୍ରମରେ ୧୦ ଗୋଟି ମଣ୍ଡପ ତଥା ୧ ନମ୍ବରରେ ମହେଶ୍ୱର କ୍ଲବ, ୨ ନମ୍ବରରେ ହିଙ୍ଗୁଳା…

Continue Readingଧୁମଧାମରେ କାର୍ତ୍ତିକେଶ୍ଵରଙ୍କ ଭସାଣି ସମ୍ପନ୍ନ, ମେଳଣରେ ଏକାଠି ହେଲେ ୧୦ ମଣ୍ଡପ

ହେଲମେଟ୍ ପାଇଁ ୧୦୦୦ ଟଙ୍କା ବଦଳରେ ୮୦୦୦ କଟିଲା ଚାଲାଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ: ଭୁଲ ଚାଲାଣ କାଟିବାକୁ ବିରୋଧ କରି ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମିନା ଚୌଧୁରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୁଳ…

Continue Readingହେଲମେଟ୍ ପାଇଁ ୧୦୦୦ ଟଙ୍କା ବଦଳରେ ୮୦୦୦ କଟିଲା ଚାଲାଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ବାଲି ଚୋରାଚାଲାଣ ବେଳେ ରାତି ଅଧିଆ ଚଢ଼ଉ, ୪ ହାଇୱା ଜବତ

ଆଠମଲ୍ଲିକ: ଆଠ ମଲ୍ଲିକ ଅଞ୍ଚଳ ମହାନଦୀରୁ ରାତିରେ ହାଇୱା ଟ୍ରକ ମାଧ୍ୟମରେ ବାଲି ଚୋରାଚାଲାଣ ଖବର ପାଇ ଉପଜିଲ୍ଲାପାଳ ତରଣୀ ସୁନା କୁଦଗାଁ ପଞ୍ଚାୟତ ଖଡରାପଡ଼ା ରାସ୍ତାରେ ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବେଳେ ୪ଟି ଟ୍ରକ ଜବତ କରାଯାଇଛି। ଯାଞ୍ଚ…

Continue Readingବାଲି ଚୋରାଚାଲାଣ ବେଳେ ରାତି ଅଧିଆ ଚଢ଼ଉ, ୪ ହାଇୱା ଜବତ

ଓକିଲ ସଂଘ ପକ୍ଷରୁ ଶୁକ୍ରବାର ତାଳଚେର ଓ ପାଳଲହଡ଼ା ୧୨ ଘଣ୍ଟା ବନ୍ଦ

ତାଳଚେର: ତାଳଚେର ସିଏଏସ୍‌ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ତାଙ୍କୁ ନିଲମ୍ବନ ତଥା ଅନ୍ୟ ସିଏଏସ୍‌ଆଇ କର୍ମଚାରୀଙ୍କ ବଦଳି ଦାବିରେ ପୂର୍ବ ନିଷ୍ପତ୍ତି ମୁତାବକ ତାଳଚେର ଓକିଲ ସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ…

Continue Readingଓକିଲ ସଂଘ ପକ୍ଷରୁ ଶୁକ୍ରବାର ତାଳଚେର ଓ ପାଳଲହଡ଼ା ୧୨ ଘଣ୍ଟା ବନ୍ଦ

ପ୍ରମାଣିତ ହୋଇଛି ଅନୁଗୁଳ ପୋଲିସର ଅପାରଗତା, ସପ୍ତାହେ ମଧ୍ୟରେ ସହର ଛାତିରେ ହୋଇସାରିଲାଣି ୪ ଥର ଲୁଟ୍

ଅନୁଗୁଳ: କଥାରେ ଅଛି- ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ। ଅନୁଗୁଳ ସହରରେ ଏହି କଥା ସ୍ପଷ୍ଟ ପ୍ରମାଣିତ ହୋଇଛି। ଏଠାରେ ଗତ ସପ୍ତାହରେ ଭିତରେ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହରରେ ଲୁଟ କରୁଛନ୍ତି…

Continue Readingପ୍ରମାଣିତ ହୋଇଛି ଅନୁଗୁଳ ପୋଲିସର ଅପାରଗତା, ସପ୍ତାହେ ମଧ୍ୟରେ ସହର ଛାତିରେ ହୋଇସାରିଲାଣି ୪ ଥର ଲୁଟ୍

ସରକାରୀ ସୁବିଧାରୁ ବଞ୍ଚିତ ଗାଁ କଣ୍ଟାନାଳି, ନାଳରେ ପୋଲ ନଥିବାରୁ ଛାତିଏ ପାଣିରେ ପଶି ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

ପାଳଲହଡ଼ା: ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ ପାଳଲହଡା ବ୍ଲକ ନମପସୀ ପଞ୍ଚାୟତର କଣ୍ଟାନାଳି ଗାଁ। ଏହି ଗାଁକୁ ଯିବାକୁ ଭଲ ଖଣ୍ଡେ ରାସ୍ତାଟେ ବି ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ…

Continue Readingସରକାରୀ ସୁବିଧାରୁ ବଞ୍ଚିତ ଗାଁ କଣ୍ଟାନାଳି, ନାଳରେ ପୋଲ ନଥିବାରୁ ଛାତିଏ ପାଣିରେ ପଶି ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

ଆଡିଲେଡ୍‌ରେ କୋହଲିଙ୍କ ରେକର୍ଡ ‘ସୁପରହିଟ୍’

ଭୁବନେଶ୍ୱର: ଦ୍ୱିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ଓ ଭାରତ ମଧ୍ୟରେ ଭେଟ। ଏହି ମ୍ୟାଚ୍‌ଟି ଭାରତ ପାଇଁ ଅତ୍ୟନ୍ତ ଗୁୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ। ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ପରେ କୋହଲିଙ୍କ ଉପରେ ନଜର ରହିବା…

Continue Readingଆଡିଲେଡ୍‌ରେ କୋହଲିଙ୍କ ରେକର୍ଡ ‘ସୁପରହିଟ୍’

୧୩ ଦିନରେ ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ତାଳଚେର: ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି କିନ୍ତୁ ଆଜି ଯାଏଁ କିଛି ନିଷ୍କର୍ସ ବାହାରି ପାରିନାହିଁ। କୋର୍ଟ ସିଏଏସ୍ଆଇ ତାଳଚେର ସଂଜୟ କୁମାର ନାୟକଙ୍କୁ ନିଲମ୍ବିତ ଓ ଅନ୍ୟ କର୍ମଚାରୀଙ୍କୁ ବଦଳି କରିବାରେ ଟାଳଟୁଳ…

Continue Reading୧୩ ଦିନରେ ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଏଣିକି ସହଜରେ ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ ୧୭ ବର୍ଷରୁ ବଡ଼ ଛାତ୍ରଛାତ୍ରୀ, ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ: ଆଜି ଜିଲ୍ଲାପାଳଙ୍କ କୋର୍ଟ ରୁମରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ୧୭…

Continue Readingଏଣିକି ସହଜରେ ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ ୧୭ ବର୍ଷରୁ ବଡ଼ ଛାତ୍ରଛାତ୍ରୀ, ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ