ମାଘ ମେଳା ଓ ମହିମା ଉତ୍ସବକୁ ସୁରୁଖୁରୁରେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ତତ୍ପରତା, ସରିଲା ପ୍ରସ୍ତୁତି ବୈଠକ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ମାଘ ମେଳା ଓ ମହିମା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ମେଳା ଫେବ୍ରୁଆରୀ ୫ ରୁ ୭ ପର୍ଯ୍ୟନ୍ତ ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି…

Continue Readingମାଘ ମେଳା ଓ ମହିମା ଉତ୍ସବକୁ ସୁରୁଖୁରୁରେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ତତ୍ପରତା, ସରିଲା ପ୍ରସ୍ତୁତି ବୈଠକ

କାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

ଅନୁଗୁଳ: ଅନୁଗୁଳ ବ୍ଲକ ସାମ୍ନାରେ ଆଜି ଏକ କାରକୁ ଇଟା ବୋଝେଇ ଟ୍ରକ ଧକ୍କା ଦେଇଛି। ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, କାରଟି ଥାନା ଛକ ଆଡୁ ରାଜା ଛକ ଅଭିମୁଖେ ଯାଉଥିବା ବେଳେ ଇଟା…

Continue Readingକାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

ଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥରକ ନିର୍ବାଚନୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ…

Continue Readingଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

ଅନୁଗୁଳ: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଅନୁଗୁଳ ପୌରପାଳିକା ଜିମ୍ ସଦସ୍ୟ ସୁଶୀଲ କୁମାର ନାଏକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୭୫ ଓଜନ ବର୍ଗରେ ସୁଶୀଲ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା…

Continue Readingମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

ଇଟା ଫ୍ୟାକ୍ଟ୍ରିରେ ପଶି ଗାଡ଼ି ଭାଙ୍ଗିବାର ପ୍ରତିଶୋଧ ନେଲେ ମାଲିକ, ରାତି ଅଧରେ ଗାଁରେ ପଶି ଜାଳିଦେଲେ ଆଠଟି ପୁଆଳ ଭାଡ଼ି; ଥାନାରେ ମାମଲା

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଅଧୀନ କନ୍ତଳା ଗାଁରେ ସୋମବାର ବିଳମ୍ବିତ ରାତିରେ ଏକା ସମୟରେ ଆଠଟି ପୁଆଳ ଗଦାରେ ନିଆଁ ଲାଗି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗାଁର କାଳିଆ ବେହେରାଙ୍କ ଅଭିଯୋଗ ମୁତାବକ,…

Continue Readingଇଟା ଫ୍ୟାକ୍ଟ୍ରିରେ ପଶି ଗାଡ଼ି ଭାଙ୍ଗିବାର ପ୍ରତିଶୋଧ ନେଲେ ମାଲିକ, ରାତି ଅଧରେ ଗାଁରେ ପଶି ଜାଳିଦେଲେ ଆଠଟି ପୁଆଳ ଭାଡ଼ି; ଥାନାରେ ମାମଲା

ନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଏକ ରକ୍ତଦାନ…

Continue Readingନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ

ତାଳଚେର : ତାଳଚେରରେ ଆଜିଠୁ ଆରମ୍ଭ ହୋଇଛି ପୁସ୍ତକ ମେଳା। ୨୦ ତମ ତାଳଚେର ପୁସ୍ତକ ମେଳାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅତିରିକ୍ତ…

Continue Readingତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ

ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

ଅନୁଗୁଳ: ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ 'ବସୁଧୈବ କୁଟୁମ୍ବକମ୍' ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜେଏସ୍.ପି.ଏଲର ସି.ଇ.ଓ. ଦିନେଶ ସରାଉଗି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉତ୍ସବ ଆରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ ସ୍ଵାଗତ…

Continue Readingଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

ଅନୁଗୁଳ: ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ବ୍ରାଞ୍ଚର ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ପାଳିତ ହୋଇଛି। ଏ ଅବସରରେ ୨୦୨୩ ବର୍ଷ ପାଇଁ ସଭାପତି ଭାବେ ଡା. ଶକ୍ତିପ୍ରସାଦ ସାହୁ, ସମ୍ପାଦକ ଭାବେ ଡା.ଦୀପକ କୁମାର ମାଝୀ, କୋଷାଧ୍ୟକ୍ଷ ଭାବେ…

Continue Readingଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ସ୍ଥିତ ମନଜୋର ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରରେ ଥିବା ପୁରୁଣା ମେସିନ ଯନ୍ତ୍ରପାତିଗୁଡିକୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଚୋରି କରି ନେଉଥିବା ବେଳେ ପୋଲିସ ମାଡ଼ି ବସିଛି। ପୋଲିସ ଅତର୍କିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ…

Continue Readingମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ