ଅବକାରୀ ଚଢଉ: ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ, ୬ ଗିରଫ
ବଇଣ୍ଡା: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଆଠମଲ୍ଲିକ ଥାନା ଅଞ୍ଚଳରେ ଚଢାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାହୋଇଛି। ଓଡ଼ସିଙ୍ଗା ଗ୍ରାମରେ ଚଢାଉ କରି କାଳିଆ ବେହେରାଙ୍କ ଘରୁ…
ବଇଣ୍ଡା: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଆଠମଲ୍ଲିକ ଥାନା ଅଞ୍ଚଳରେ ଚଢାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାହୋଇଛି। ଓଡ଼ସିଙ୍ଗା ଗ୍ରାମରେ ଚଢାଉ କରି କାଳିଆ ବେହେରାଙ୍କ ଘରୁ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଭଉଣୀକୁ ହତ୍ୟା ଉଦ୍ୟମ କରିଥିବା ଭିଣୋଇ ନାଁରେ ଅଭିଯୋଗ କରିଛି ଭାଇ। କରଡ଼ାବାହାଳୀ ଗ୍ରାମର ସୁନୀଲ ମହାପାତ୍ରଙ୍କ ଭଉଣୀ ରିତା ମହାପାତ୍ରଙ୍କୁ ତାଙ୍କ ସ୍ୱାମୀ କଣ୍ଟାବଣିଆ ଥାନା ରକଲା ଗ୍ରାମର ବିଶ୍ୱଜିତ ମହାପାତ୍ର ମଙ୍ଗଳବାର…
ଅନୁଗୁଳ: ଆଜି ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଦେବଗଡ଼ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ ଦାସ, ଯୋଗଗୁରୁ ଅଭୟ ରାୟ,…
ଆଠମଲ୍ଲିକ: ହାତୀଧରା ସଂରକ୍ଷିତ କମ୍ପାଲମେଣ୍ଟରେ ହାତରେ ଦେଶୀ ବନ୍ଧୁକ ଧରି ଶିକାର ଉଦ୍ଦେଶ୍ୟରେ ଯାଉଥିବା ଜଣେ ଯୁବକକୁ ଆଠମଲ୍ଲିକ ବନ ବିଭାଗ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ଅଏଡା ପଞ୍ଚାୟତ କୁଟୁଙ୍ଗା ଗ୍ରାମର ବିରଞ୍ଚି ଦେହୁରୀ। ବିରଞ୍ଚି ଶିକାର କରିବାକୁ ଏକ…
ଅନୁଗୁଳ: ଅନୁଗୁଳ ସହରସ୍ଥିତ ଲକି ଟାଇପ୍ ଛକ ଠାରେ ଥିବା ଏକ କୂଅରୁ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ସୁସୁଡା ଅଞ୍ଚଳର ପ୍ରମୋଦ କୁମାର ସାହୁ ବୋଲି ଜଣାଯାଇଛି। ସୂଚନା ଯେ, ଲକି ଟାଇପ୍ ଛକ ଠାରେ ଏକ…
ତାଳଚେର: ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ୍ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ସପ୍ତାହେ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଜେସିଆଇର…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ…
ବଅଁରପାଳ : ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସାମଲ କେୟାର ହସ୍ପିଟାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୨୦୧୪ ଆଜି ତାରିଖରେ ସାମଲ କେୟାର ହସ୍ପିଟାଲ ଉଦଘାଟିତ ହୋଇଥିଲା। ଏହି ଦଶମ ପ୍ରତିଷ୍ଠା ଦିବସରେ କେୟାର…
ବଅଁରପାଳ: ଚାଳକଙ୍କୁ ମାଡ଼ ମାରି ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲାରେ ନାଲ୍କୋନଗର ପୋଲିସ ଦୁଇ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଧିକାରୀ କଟକ ସ୍ଥିତ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ପରିଚାଳକ ଶଶୀକାନ୍ତ ସୂତାର ଓ ସୁନ୍ଦରପାଲୀ କିରଣ।…
ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା…