‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ, ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ବଲିଉଡ୍ ଷ୍ଟାର
ଭୁବନେଶ୍ୱର: ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଦମଦାର ଟ୍ରେଲରକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ ‘ଦମନ’ ଏବେ ହିନ୍ଦୀ ଭାଷାରେ ପରଦାକୁ…



