ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦାରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ସେହି ଗାଁର ତ୍ରିପୁର ବେହେରା। ସୂଚନା ଅନୁସାରେ, ଦୀପାବଳି…

Continue Readingବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର

୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…

Continue Reading୧୪.୭୦କୋଟି ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଜେଏସପି ଫାଉଣ୍ଡେସନର ଯଶସ୍ୱୀ ଦ୍ବାରା ବାଳିକା ଦକ୍ଷତା ବିକାଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପୋୱୋର(ଜେଏସପି)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଭାବେ କୋର୍ଯ୍ୟ କରୁଥିବା ଜେଏସ୍ପି ଫୋଉଣ୍ଡେସନ ଦ୍ବାରା ପ୍ରତିଭା ସମ୍ପନ୍ନ ବାଳିକା ଓ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଆରମ୍ଭ କରାଯାଇଥିବା ଯଶସ୍ୱୀ ଯୋଜନା…

Continue Readingଜେଏସପି ଫାଉଣ୍ଡେସନର ଯଶସ୍ୱୀ ଦ୍ବାରା ବାଳିକା ଦକ୍ଷତା ବିକାଶ

ମଦ ପିଇ ଟ୍ରକ ଧକ୍କା କଲା ଚାଳକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା କୁଲାଡ଼ରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ୮ଟା ବେଳେ ବଅଁରପାଳ ପଟୁ ନାଲକୋ ଆଡ଼କୁ ଆସୁଥିବା କୋଇଲା ବୋଝେଇ ଟ୍ରକ(CG 13E 2799) ଚାଳକ ମଦ…

Continue Readingମଦ ପିଇ ଟ୍ରକ ଧକ୍କା କଲା ଚାଳକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବାକୁ ଧାରଣାରେ ବସିଲେ ବଡ଼ କେରଜାଙ୍ଗ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୁଳ: ଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବା ଦାବିରେ ଆଜି ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଶିକ୍ଷକଙ୍କ ବଦଳି ରୋକିବା ପାଇଁ ଆଜି ସମସ୍ତ ଛାତ୍ରଛାତ୍ରୀ ଫାଟକରେ ତାଲା ପକାଇ ଧାରଣା…

Continue Readingଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବାକୁ ଧାରଣାରେ ବସିଲେ ବଡ଼ କେରଜାଙ୍ଗ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ୩୦୦F, କମ୍ ଦାମରେ କିଣିପାରିବେ ଗ୍ରାହକ

ଅନୁଗୁଳ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରିମିୟମ ସେଗମେଣ୍ଟର ଅଧିକୃତ ବିକ୍ରେତା ହୋଣ୍ଡା ବିଗ୍ ଉଇଙ୍ଗରେ ୩୦୦F ର ବଜାର ପ୍ରବେଶ ହେଇଛି। ଉପସ୍ଥିତ ଗ୍ରାହକଙ୍କ କର କମଳରେ ଏହି ବଜାର ପ୍ରବେଶ କରାଯାଇଥିଲା। ଏହି ମୋଟର ସାଇକେଲରେ ହୋଣ୍ଡା…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ୩୦୦F, କମ୍ ଦାମରେ କିଣିପାରିବେ ଗ୍ରାହକ

ଦୋକାନରୁ ୬୦ ହଜାର ଟଙ୍କା ଚୋରି କରି ସେଲସମ୍ୟାନ୍ ଗିରଫ

ଅନୁଗୁଳ : ସୋମବାର ରାତିରେ ତୁରଙ୍ଗ ସ୍ଥିତ ଭାଗ୍ୟଶ୍ରୀ ଆଗ୍ରୋ ଏଜେନ୍ସିରୁ ଚୋରି କରିବା ଅଭିଯୋଗରେ ଦୋକାନର ସେଲସମ୍ୟାନ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ଦୋକାନ ମାଲିକ ସପନ ପତି କ୍ୟାସ ବାକ୍ସରେ ୬୦ ହଜାର ଟଙ୍କା କମ୍…

Continue Readingଦୋକାନରୁ ୬୦ ହଜାର ଟଙ୍କା ଚୋରି କରି ସେଲସମ୍ୟାନ୍ ଗିରଫ

ମା’ ମାହେଶ୍ୱରୀ ମନ୍ଦିରର ହୁଣ୍ଡି ଚୋରି ପରେ ପ୍ରଶାସନ ତତ୍ପର, ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ

ଆଠମଲ୍ଲିକ : ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀ ମନ୍ଦିର ଭିତରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣାକୁ ନେଇ ମଙ୍ଗଳବାର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ କମିଟି ସଭ୍ୟଙ୍କୁ ନେଇ…

Continue Readingମା’ ମାହେଶ୍ୱରୀ ମନ୍ଦିରର ହୁଣ୍ଡି ଚୋରି ପରେ ପ୍ରଶାସନ ତତ୍ପର, ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ

୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ଅନୁଗୁଳ : ଶେଷ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା। ବିଦାୟ ନେଲେ ମା' ଧନଦାତ୍ରୀ। ଏଥିପାଇଁ ଗାଁ ଠାରୁ ସହର ଯାଏଁ ସବୁ ଜାଗା ଉଠୁଥିଲା ପଡୁଥିଲା। ଚଳିତ ବର୍ଷ ତାଳଚେର ବ୍ଲକ୍ ଧରମପୁରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ଗଜଲକ୍ଷ୍ମୀଙ୍କ…

Continue Reading୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ପାଳନ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ୩ ଦିନ ବ୍ୟାପୀ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ