ବାଇକ୍ ସହ ଧକ୍କା ହେଲା ଯାତ୍ରୀ ବାହୀ ଅଟୋ, ଉଭୟ ଗାଡ଼ି ଆରୋହୀ ଆହତ
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଛକ ନିକଟରେ ଆଜି ସକାଳେ ଏକ ଅଟୋ ସହ ବାଇକର ଧକ୍କା ହୋଇଛି। ଏଥିରେ ଉଭୟ ବାଇକ ଚାଳକ ଓ ଅଟୋରେ ବସିଥିବା ମହିଳା ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଛକ ନିକଟରେ ଆଜି ସକାଳେ ଏକ ଅଟୋ ସହ ବାଇକର ଧକ୍କା ହୋଇଛି। ଏଥିରେ ଉଭୟ ବାଇକ ଚାଳକ ଓ ଅଟୋରେ ବସିଥିବା ମହିଳା ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକାକୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ହରିହରପୁର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳକ ଟ୍ରକ୍ ହେଲପର…
ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନାଲକୋ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରଜାଙ୍କ ସହ ଆଲୋଚନା କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ…
ଖମାର : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ସହରଗୁରୁଜାଙ୍ଗ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଆଜି ପ୍ରାୟ ୪ ଟା ବେଳେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ଓ ଧନୁ ଦେହୁରୀ ନିକଟସ୍ଥ…
ବଇଣ୍ଡା: କିଶୋରନଗର ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ହଣ୍ଡପା ଥାନା ହିଞ୍ଜିରୀଡା ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନମିତା ନାୟକ…
ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା କମ୍ପ୍ୟୁଟର ସହ ଅନେକ ସାମଗ୍ରୀ ସୋମବାର କିଶୋରନଗର ପୋଲିସ ରେଢାଖୋଲ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।ଏଥିସହ ପୋଲିସ ଚୋରିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କିଶୋରନଗର…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଇଲାକାରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ସୋମବାର ପୋକସୋ, ଅପହରଣ ଭଳି ସଙ୍ଗୀନ ଦଫା ଲଗାଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହାଇସ୍କୁଲ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ଅଟୋ ଓ ଟ୍ରଲର ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ…
ଅନୁଗୁଳ: ସାମାନ୍ୟ ଏସି ପାଇଁ ପୁଣି ଗଲା ଜଣେ ନବବିବାହିତାର ଜୀବନ। ଅନୁଗୁଳ ଜିଲ୍ଲାରୁ ବଧୂ ହତ୍ୟା ନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ବାପା। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ସାନ ଜୋରଡ଼ା ଗ୍ରାମର ଦୁଲ୍ଲଭ…
ଅନୁଗୁଳ: ଅନୁଗୁଳ ବ୍ଲକ କରତପଟା ଛକ ନିକଟରେ ଆଜି ସକାଳୁ ଏକ ୧୦୮ ଆମ୍ବୁଲାନ୍ସ ( ଓଡି ୦୨ ବିଜେ ୦୭୭୨) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରାସ୍ତା କାନ୍ଥରେ ଚଢ଼ିଯାଇଛି। ସୂଚନା ମୁତାବକ, ଆମ୍ବୁଲାନ୍ସଟି ସକାଳୁ ଟିକରପଡା ଆଡକୁ ରୋଗୀ…