ବାଇକକୁ ଧକ୍କା ଦେଲା ଟ୍ରକ, ଚାପି ହୋଇ ମହିଳା ମୃତ
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ…
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ…
ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ ପିଙ୍ଗୁଆ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ…
ଅନୁଗୁଳ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୩୧ଟି ମଣ୍ଡଳରେ ତଥା ୧୧୬୩ ଟି ବୁଥରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାର ୫୦ ହଜାରରୁ ଊର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା…
ଅନୁଗୁଳ : ସ୍ଥାନୀୟ ବନ୍ତଳା ବନାଞ୍ଚଳ ଗଡ଼ତରାସ ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଗଡ଼ତରାସ ଗ୍ରାମର ପରମା ବେହେରା (୬୦) ନିଜ ଗାଁରୁ ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ…
ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ପାଇଁ ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି ବୃନ୍ଦା ଶୁକ୍ରବାର ଆଠମଲ୍ଲିକ ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ସେ ଆଠମଲ୍ଲିକ ବ୍ଲକ ଟାପଢ଼ୋଲ ପଞ୍ଚାୟତ, ଠାକୁରଗଡ଼…
ଆଠମଲ୍ଲିକ : ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଓ ଶନିବାର ହଣ୍ଡପା, କିଶୋରନଗର ଏବଂ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୭୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କେଜି ମହୁଲପୋଚ ଜବତ…
ଅନୁଗୁଳ: ଅନୁଗୁଳ ସହର ହେମସୁରପଡାରେ ଆଜି ଶ୍ରୀ ଶନିଶ୍ଚର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଛି। ଏଥି ସହ ମା' ଦକ୍ଷିଣ କାଳୀ ଏବଂ ସଙ୍କଟ ମୋଚନ ହନୁମାନଙ୍କ ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହୋଇଛି। ପାଞ୍ଚ ଦିନ ଧରି ଚାଲିଥିବା…
ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଠପଢାରେ ଯେମିତି ଅଭାବ ନ ରହେ,…
ତାଳେଚର: ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଚଢ଼ଉ କରିଛି ଜିଏସଟି ବିଭାଗ। ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି। ଦୁଇ ବ୍ୟବସାୟୀ ତଥା ଭାଇ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଏବଂ…
ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତର ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମରଣ୍ଡା ଗ୍ରାମର ଖଜୁରୀ ବେହେରା (୬୦) ଆଜି ସକାଳୁ ଆମ୍ବ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେଠାରେ…