ଯାହାକୁ ରଖିବେ ଅନନ୍ତ… ହାଇୱା ଧକ୍କାରେ ୩୦ ଫୁଟ ଉଚ୍ଚ ରେଲୱେ ବ୍ରିଜରୁ ପଡ଼ି ମଧ୍ୟ ଜୀବିତ ଅଛନ୍ତି ସ୍କୁଟି ଚାଳକ
ଅନୁଗୁଳ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଆଜି ଅନୁଗୁଳ ଜିଲ୍ଲାର ଏହି କଥା ସତ ପ୍ରମାଣିତ ହୋଇଛି। ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ ଉପରେ ଏକ ହାଇୱା…





