ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ, ନାତି ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ନୂଆପଡ଼ା ଗାଁରେ ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ସୋମବାର ନାତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନୂଆପଡ଼ା ଗାଁର କାହ୍ନୁ ଦେହୁରୀ(୮୫)ଙ୍କ ୨ ନାତି ଜମି ବାଡ଼ିକୁ ନେଇ ଝଗଡ଼ା କରୁଥିଲେ। ଏହା…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ନୂଆପଡ଼ା ଗାଁରେ ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ସୋମବାର ନାତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନୂଆପଡ଼ା ଗାଁର କାହ୍ନୁ ଦେହୁରୀ(୮୫)ଙ୍କ ୨ ନାତି ଜମି ବାଡ଼ିକୁ ନେଇ ଝଗଡ଼ା କରୁଥିଲେ। ଏହା…
ଅନୁଗୁଳ: ଆଜି ତାଳଚେର ବ୍ଲକ୍ ଅଞ୍ଚଳରେ ୧୯ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତିଙ୍କ ଘର ସାମ୍ନାରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି। ଭୋଟ ପରେ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରି କର୍ମୀ…
ଅନୁଗୁଳ: କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଏବଂ ନୂତନ ବର୍ଷ ଅବସରରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଓ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ପରାମର୍ଶ କ୍ରମେ ଦଳୀୟ କାର୍ଯ୍ୟକର୍ତ୍ତା ଅନୁଗୁଳ ବ୍ଲକ ପବଲା ଗ୍ରାମର…
ପୁରୀ: ନୂଆବର୍ଷଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନିଷିଦ୍ଧ ହୋଇଛି। ଏହା କେବଳ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।…
ବନ୍ତଳା : ଅନୁଗୁଳ ବ୍ଲକ ହମାମିରା ଗାଁରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ହମାମିରା ଗାଁର ନିତ୍ୟା…
ଜୟପୁର: ଚାଲିଗଲେ ଶେଷ ରାଣୀ। ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖଦ ଖବର। ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମାକୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି। ବର୍ତ୍ତମାନ ରାଣୀଙ୍କ ନିକଟରେ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗାଡିଆ ଛକର ଗ୍ରୀଡ ସାମ୍ନା ୫୫ନମ୍ବର ଜାତୀୟ ରାଜପଥରେ ବାଇକ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଗାଡି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଟ୍ରକ୍(ଓଡି ୧୯ ଏଲ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁରରୁ ଧାନ ଚୋରି କରୁଥିବା ବେଳେ ଜଣେ ଯୁବକ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କୁମୁରିସିଂହା ଗ୍ରାମର ଶିବ ବେହେରା। ତାଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ, ବେନ୍ତପୁରର ପ୍ରଶାନ୍ତ ପଣ୍ଡାଙ୍କ ଧାନ ମିଲରୁ…
ଅନୁଗୁଳ: ମୁକୁଳା ନାଳ ନେଲା ଜୀବନ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ମୁକୁଳା ନାଳରେ ପଡ଼ି ଜଣଙ୍କ ଜୀବନ ଯାଇଛି। ମୃତକ ସାହିର ମଙ୍ଗୁଳୁ ଗୋଛାୟତ ବୋଲି ଜଣାଯାଇଛି। ସୂଚନା…
ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ସ୍ମାଇଲ ଗ୍ରୁପ ତରଫରୁ ଇଂରାଜୀ ନବବର୍ଷ ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରାଜ୍ୟ ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଥିରେ ୬୧ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ…