ଗୋଡ଼ାଇଲା ଦନ୍ତା: ତଳେ ପଡ଼ି ଜଣେ ମୃତ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ରାସ୍ତାରୋକ୍

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ପୁରୁଣାମାଣତ୍ରୀ ପଞ୍ଚାୟତ ରାଜିଙ୍ଗ ଗ୍ରାମରେ ଧାନବିଲ ଜଗିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଗୋଡ଼ାଇବାରୁ ତଳେ ପଡି ତାଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ସାହୁ (୩୫) ବୋଲି ଜଣାପଡ଼ିଛି। ମୃତ ରମେଶର ପତ୍ନୀ…

Continue Readingଗୋଡ଼ାଇଲା ଦନ୍ତା: ତଳେ ପଡ଼ି ଜଣେ ମୃତ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ରାସ୍ତାରୋକ୍

କ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନା ପାର୍ଶ୍ୱରେ ନଭେମ୍ବର ୧୪ ପୂର୍ବାହ୍ନରେ କ୍ରେନ୍ ଅପରେଟରଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ପୋଲିସ। ପରକୀୟା ପ୍ରୀତିରୁ ଏହି ଗୁଳିମାଡ଼ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ପୋଲିସ…

Continue Readingକ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ

ବିଜେଡି ଫାଟରେ ତାଳିପକା ସମାଧାନ

ଅନୁଗୁଳ : ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜେଡି ନେତା ତାଙ୍କ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଦୁଇ ନେତାଙ୍କ ଭିତରେ ଲଢେଇକୁ ଶେଷ ସମୟରେ ଦଳ…

Continue Readingବିଜେଡି ଫାଟରେ ତାଳିପକା ସମାଧାନ

କଥା ଦେଇ ରଖିଲେନି ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ, ଜବରଦସ୍ତି ଭାଙ୍ଗିଦେଲେ ବସ୍ତି ବାସିନ୍ଦାଙ୍କ ଝୁମ୍ପୁଡ଼ି

ତାଳଚେର : ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଦିଘି ହରିଜନ ବସ୍ତି ବାସିନ୍ଦାଙ୍କୁ ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ ଥଇଥାନର ବ୍ୟବସ୍ଥା ନ କରି ଜୋର ଜବରଦସ୍ତ ସେମାନଙ୍କ ଝୁମ୍ପୁଡ଼ି ଘରଗୁଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଏହି ବସ୍ତି ବାସିନ୍ଦା…

Continue Readingକଥା ଦେଇ ରଖିଲେନି ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ, ଜବରଦସ୍ତି ଭାଙ୍ଗିଦେଲେ ବସ୍ତି ବାସିନ୍ଦାଙ୍କ ଝୁମ୍ପୁଡ଼ି

ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…

Continue Readingସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

ବଉଳିଗଡ଼ରେ ହାତୀ ଆତଙ୍କ, ଫସଲ ପାଇଁ ଚିନ୍ତାରେ ଚାଷୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲରେ ହାତୀ ପଲଙ୍କ ଆତଙ୍କ। ଏହି ହାତୀମାନେ ପୁରୀକିଆ, ଅରାହାଟ ଅଞ୍ଚଳରେ ରହିଥିବା ବେଳେ ଆଜି ଦିନ ୩ ଟାରେ ବଉଳିଗଡ଼ ଜଙ୍ଗଲକୁ ଆସିଛନ୍ତି। ତେବେ ହାତୀମାନେ ଫସଲ ନଷ୍ଟ କରି ଦେବେ ବୋଲି…

Continue Readingବଉଳିଗଡ଼ରେ ହାତୀ ଆତଙ୍କ, ଫସଲ ପାଇଁ ଚିନ୍ତାରେ ଚାଷୀ

ସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଧଣ୍ଡାତୋପା ଓ ଆରାମପୁର ଫରେଷ୍ଟ ବଙ୍ଗଳା ସମ୍ମୁଖରେ ଅଶୋକ କୁମାର ଧଳଙ୍କ ସଭାପତିତ୍ବରେ ସଂସ୍କୃତି ଓ କଳାପରିଷଦର ଆଲୋଚନା ଚକ୍ର ସବୁବର୍ଗର କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଛି। ‌ ସଂସ୍କୃତି ଓ କଳାପରିଷଦର ମୁଖ୍ୟ…

Continue Readingସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍‌ସନ୍ ଯୋଜନାଭୁକ୍ତ)…

Continue Readingମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ତାଳଚେର : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ୩୧ ତମ ଜିଲ୍ଲା ଘୋଷଣା କରିବାକୁ ବିବୃତି ଦେବା ପରେ ଏବେ ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ଜୋର ଧରିଛି। ତାଳଚେର ଜନବିକାଶ କଲ୍ୟାଣ ସଂଘ…

Continue Readingପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଅନୁଗୁଳ: ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଅନୁଗୁଳ ସହର ଉପକଣ୍ଠରେ ଭଡ଼ା ଘରେ ରହୁଥିବା ଜଣେ କଲେଜ…

Continue Readingପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ