ପାଳଲହଡା ଉପଖଣ୍ଡରେ କମୁନି ବିଦ୍ୟୁତ କାଟ ଦୁଃଖ: ପ୍ରତିବାଦରେ ନାଗରିକ ମଞ୍ଚର ୬ ଘଣ୍ଟିଆ ଧାରଣା
ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ସମସ୍ୟା ଦେଖା ଦେଉଛି। ଏଣୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଖରାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ…





