ବିଶ୍ଵ ତାଇକୋଣ୍ଡୋ ପକ୍ଷରୁ ନମିତା ଓ ଚିନ୍ମୟଙ୍କୁ ବ୍ଲାକବେଲ୍ଟ ପ୍ରଦାନ
ଅନୁଗୁଳ: ଆଜି ଅନୁଗୁଳ ତାଇକୋଣ୍ଡୋ ସଂଘର ଦୁଇ ଛାତ୍ରଛାତ୍ରୀଙ୍କୁ ବିଶ୍ଵ ତାଇକୋଣ୍ଡୋ ପକ୍ଷରୁ ଦିଆଯାଇଥିବା ବ୍ଲାକ୍ ବେଲ୍ଟ ଓ ମାନପତ୍ରକୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରଦାନ କରିଛନ୍ତି। ଏହି ଦୁଇ ପ୍ରତିଯୋଗୀ ହେଲେ ନମିତା ଓ ଚିନ୍ମୟ।…



