କମ୍ଯୁନିଟି ସେଣ୍ଟରର ବିଲ ପାସ୍ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଢିପ ସାହିବାସୀ

ଅନୁଗୁଳ : ବିଲ ପାସ୍ ହେଉନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ଅନୁଗୁଳ ବ୍ଲକ ଧୋକୁଟାର ଢିପ ସାହିବାସୀ। ଢିପ ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୧୮/୧୯ ମସିହାରେ ସାଂସଦ ତଥାଗତ ଶତପଥୀଙ୍କ…

Continue Readingକମ୍ଯୁନିଟି ସେଣ୍ଟରର ବିଲ ପାସ୍ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଢିପ ସାହିବାସୀ

ଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଜରୁରୀକାଳୀନ ସେବା ଗାଡ଼ିଗୁଡିକ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏଠାରେ ଗାଡ଼ି ରଖିବାକୁ ସ୍ୱତନ୍ତ୍ର ଘର ନ ଥିବାରୁ ଏହା ବାହାରେ ଖୋଲାମେଲାରେ ପଡ଼ି ଖରା ବର୍ଷା ଖାଉଛି।…

Continue Readingଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଅବକାରୀ ଚଢ଼ାଉ: ନକଲି ବିଦେଶୀ ମଦ ଜବତ

ଅନୁଗୁଳ: ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିଛି। ଏହାସହିତ ବହୁ ଦେଶୀ ଚୋରା ମଦ ମଧ୍ୟ ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି। ସୂଚନା…

Continue Readingଅବକାରୀ ଚଢ଼ାଉ: ନକଲି ବିଦେଶୀ ମଦ ଜବତ

ନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଅନୁଗୁଳ: ନାଲକୋ ଟ୍ରାଞ୍ଜିଟ ଅଞ୍ଚଳରୁ ବାରମ୍ବାର ଲୁହା କଟ ପିସ ଚୋରି ନେଇ ଅଭିଯୋଗ ହେବା ପରେ ଧରାପଡ଼ିଛନ୍ତି ଅଭିଯୁକ୍ତ। ଚୋରି ହେଉଥିବା ଯୋଗୁ ସୁରକ୍ଷା ଦାୟିତ୍ୱରେ ଥିବା କରନ ସିଂ ସୁରକ୍ଷା ସଂସ୍ଥା ଚେକିଂ କଡ଼ାକଡ଼ି କରିଥିଲା। ଶନିବାର ଚେକିଂ…

Continue Readingନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଅନୁଗୁଳ ଜିଲ୍ଲାର ନୂଆ ୪ ବିଜେପି ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ୪ ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ। କୃଷକ ମୋର୍ଚ୍ଚାର ବିଭୂତି ସାହୁ, ମହିଳା ମୋର୍ଚ୍ଚାର ଦିଲ୍ଲୀପ ପ୍ରଧାନ, ଏସଟି ମୋର୍ଚ୍ଚାର ପ୍ରଭାତ ପ୍ରଧାନ ଓ ସଂଖ୍ୟାଲଘୁ…

Continue Readingଅନୁଗୁଳ ଜିଲ୍ଲାର ନୂଆ ୪ ବିଜେପି ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

ଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନସ୍ଥ ସୁରାଭ ଗାଁ ତଳ ସାହିରେ ଜଣେ ଡିଜେବାଲାଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟ୍ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ସଦର ଥାନା ପକ୍ଷରୁ ଏକ ଡକାୟତି ମାମଲା ରୁଜୁ…

Continue Readingଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

ଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତରେ ଭାଗବତ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଓଲଥ ମହାନଦୀ ଘାଟରୁ ଅଏଡ଼ା ପର୍ଯ୍ୟନ୍ତ କଳସ ଯାତ୍ରା କରାଯାଇଥିଲା। ପରେ ସନ୍ଧ୍ୟା ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ କରାଯାଇଥିଲା। ସେଠାରେ ଏକ…

Continue Readingଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ଆଠମଲ୍ଲିକ : ସ୍ଥାନୀୟ କନ୍ଧପଡା ପୋଲ ନିକଟରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନକୁ ଗତ ଗୁରୁବାର ରାତିରେ ୩ ଜଣ ଅଟକାଇ ଡକାୟତି ଉଦ୍ୟମ କରିଥିବା ନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳର…

Continue Readingକୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଂହା ଗାଁରେ ବଜ୍ରପାତ ଯୋଗୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ସଜାଡ଼ିବାକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର…

Continue Readingପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି…

Continue Readingମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର