ବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

ଅନୁଗୁଳ: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ରବିବାର ୪ ଟି ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ୱାର୍ଡ ନଂ ୧ ପିଟିସି ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ…

Continue Readingବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡ଼ା ଘରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବଇଣ୍ଡା ଗରୁଡୁ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ। ସୂଚନା ମୁତାବକ, ଅସିତ ଅନୁଗୁଳ…

Continue Readingଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମା' କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ତଳଗଡ଼ର ବିନାୟକ କ୍ଲବ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ…

Continue Readingମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ

ପୁଣି ଏକ ଦନ୍ତା ମୃତ, ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଫାଶରେ ପଡ଼ି ଗଲା ହାତୀ ଜୀବନ

ଅନୁଗୁଳ: ସ୍ଥାନୀୟ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ପୁଣି ଏକ ଦନ୍ତା ହାତୀର ମୃତ୍ଯୁ ଘଟିଛି। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁକୁ ଆସୁଥିବା ସମୟରେ ଏଭଳି ଦୁର୍ଘଟଣା…

Continue Readingପୁଣି ଏକ ଦନ୍ତା ମୃତ, ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଫାଶରେ ପଡ଼ି ଗଲା ହାତୀ ଜୀବନ

ସାଇବର ଠକେଇର ଶିକାର ହେଲେ ଯୁବକ, ଅଜଣା ନମ୍ବରରୁ କଲ୍ ଆସିବା ପରେ ଆକାଉଣ୍ଟରୁ କଟିଗଲା ୧୫ ହଜାର ଟଙ୍କା

ଅନୁଗୁଳ: ସରକାର ଏତେ ସଚେତନ କରୁଥିଲେ ମଧ୍ୟ କମୁନି ସାଇବର ଠକେଇ। ଏବେ ପୁଣିଥରେ ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର ଗଣେଶ୍ୱର ସାହୁଙ୍କ ପୁଅ ଅଭିମନ୍ୟୁ ସାଇବର ଠକେଇର ଶିକାର ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ,…

Continue Readingସାଇବର ଠକେଇର ଶିକାର ହେଲେ ଯୁବକ, ଅଜଣା ନମ୍ବରରୁ କଲ୍ ଆସିବା ପରେ ଆକାଉଣ୍ଟରୁ କଟିଗଲା ୧୫ ହଜାର ଟଙ୍କା

ଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ ଆଡ଼ମ୍ବରରେ ପାଳିତ ହେଲା ଡାଲଖାଇ ଯାତ୍ରା

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ କୁଟୁଗାଁ ନିକଟସ୍ଥ ଆଦିଶକ୍ତି ମା'ମହାସତୀ ଦେବୀଙ୍କ ପୀଠରେ କୃଷିଭିତ୍ତିକ ଗଣପର୍ବ 'ଡାଲଖାଇ ଯାତ୍ରା 'ଅନୁଷ୍ଠିତ ହୋଇଛି। ଏ ଅବସରରେ ଅଏଡ଼ା ଓ ଲୁହାସିଙ୍ଗା ପଞ୍ଚାୟତର ବିଭିନ୍ନ ଗାଁର ମହିଳାମାନେ କଳସ ଯାତ୍ରା କରି ମା'ଙ୍କ ପୀଠରେ…

Continue Readingଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ ଆଡ଼ମ୍ବରରେ ପାଳିତ ହେଲା ଡାଲଖାଇ ଯାତ୍ରା

ଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ଆକ୍ଟିଭା ପ୍ରିମିୟମ୍, ଶସ୍ତାରେ କିଣିପାରିବେ ଗ୍ରାହକ

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ ହେଲା ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମ। ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ଶୁକ୍ରବାର ଏହାର ବଜାର ପ୍ରବେଶ ହୋଇଛି। ଏ ଅବସରରେ ହୋଣ୍ଡା କମ୍ପାନୀର…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ଆକ୍ଟିଭା ପ୍ରିମିୟମ୍, ଶସ୍ତାରେ କିଣିପାରିବେ ଗ୍ରାହକ

ମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର

ଅନୁଗୁଳ: ସ୍ୱାଧୀନତାକୁ ୭୫ ବର୍ଷ ବିତିଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କରାବିରାଖୋଲ ଗାଁ ଲୋକ। ଗାଁରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା ଭଳି କୌଣସି ସୁବିଧା ନାହିଁ। ଫଳରେ ଲୋକମାନେ ଏବେ ଦାରିଦ୍ର୍ୟତା…

Continue Readingମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର

କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଭେଟି ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲେ ଜିଲ୍ଲା ବିଜେପିର ନେତୃବୃନ୍ଦ

ଅନୁଗୁଳ: ତାଳଚେର ଗସ୍ତରେ ଥିବା କେନ୍ଦ୍ର ସାର ରସାୟନ ଓ ଅକ୍ଷୟ ଉର୍ଜା ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଶୁକ୍ରବାର ଜିଲ୍ଲା ବିଜେପି ନେତୃବୃନ୍ଦ ଭେଟିଛନ୍ତି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ୪ ଦଫା ସମ୍ବଳିତ…

Continue Readingକେନ୍ଦ୍ର ସାର ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଭେଟି ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲେ ଜିଲ୍ଲା ବିଜେପିର ନେତୃବୃନ୍ଦ

ଗଣପତି ପୂଜା କମିଟି (ଖ) ପକ୍ଷରୁ କୋଭିଡ ଟିକାକରଣ, ୨୨୦ ଜଣ ନେଲେ ଭ୍ୟାକ୍ସିନ୍

ତାଳଚେର: ସ୍ଥାନୀୟ ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟିକାକରଣ ଶିବିର ଅନୁଷ୍ଠିତ ହୋଇଛି। ମଲ୍ଲିକା ଗେଷ୍ଟ୍ ହାଉସରେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ରାଉତ ଶିବିରକୁ ଉଦଘାଟନ କରିଥିଲେ। ଆଉ ଦିନ…

Continue Readingଗଣପତି ପୂଜା କମିଟି (ଖ) ପକ୍ଷରୁ କୋଭିଡ ଟିକାକରଣ, ୨୨୦ ଜଣ ନେଲେ ଭ୍ୟାକ୍ସିନ୍