୩ଟି ଶ୍ରେଣୀ ଗୃହରେ ପଢ଼ୁଛନ୍ତି ୮ ଟି କ୍ଲାସର ପିଲା, ତୁରନ୍ତ ବାକି ଘର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି
ଅନୁଗୁଳ: ଗାଁ ସ୍କୁଲରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ନୂଆମୌଜା ପଞ୍ଚାୟତ ସରଧାପୁର ଗାଁ ଲୋକେ। ଗାଁ ଲୋକଙ୍କ କହିବାନୁସାରେ, ସରଧାପୁର ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଣୁ ସ୍କୁଲରେ…
