ମଙ୍ଗଳବାର ରାଶିଫଳ
ମେଷ : ଷଷ୍ଠ ଚନ୍ଦ୍ର ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସନ୍ତାନ ସନ୍ତତିଙ୍କ ବୈବାହିକ…
ମେଷ : ଷଷ୍ଠ ଚନ୍ଦ୍ର ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସନ୍ତାନ ସନ୍ତତିଙ୍କ ବୈବାହିକ…
ଅନୁଗୁଳ: ସ୍ୱାମୀ ଘରକୁ ପ୍ରବେଶ ପାଇଁ ବାହାରେ ବସିଛନ୍ତି ସ୍ତ୍ରୀ। ସାଙ୍ଗରେ ଅଛି କୁନି ଝିଅ। ଆଜି ସ୍ଥାନୀୟ ବଅଁରପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଅଁରପାଳ ବ୍ଲକ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଦୁଃଖ…
ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ ହୋଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ଥିଲେ। ଏ ଅବସରରେ ଡା.ଷଡଙ୍ଗୀ ଜାତୀୟ ନବଜାତ…
ପାଳଲହଡା : ସ୍ଥାନୀୟ ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ ଆଜି ଏକ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପଞ୍ଚମହଲା…
ଅନୁଗୁଳ: କୋଇଲା ନଗରୀ ତାଳଚେରରେ ଏବେ ହାତୀ ଆତଙ୍କ ଲୋକଙ୍କ ଧନ ଜୀବନ ନଷ୍ଟ କରୁଛି। ୧୭ ଦିନ ହେବ ଜଙ୍ଗଲୀ ହାତୀ ପଲ ତାଳଚେରର କଙ୍କିଲି, କାକୁଡି, ସଇନାଳି, ଧରମପୁର ସୀମାନ୍ତ, ହରିହରପୁର୍, କିଶୋରୀପାଳ, ଭେରୁବନିଆ ଆଦି ଗ୍ରାମରେ ଧାନ…
ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ…
ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସରଗି ଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ୪୪ଟି ଆଶ୍ରମ ବିଦ୍ୟାଳୟର ୨୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲ୍ଲା ମଙ୍ଗଳ…
ଅନୁଗୁଳ: ଅଖିଳ ଭାରତୀୟ ପରିସଂଘର ତତ୍ତ୍ଵାବଧାନରେ ସଂସଦ ଭବନର ନାଁ ବାବା ସାହେବ ଡାକ୍ତର ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ଏ ନେଇ ଆନ୍ଦୋଳନ ହେବାକୁ ଯାଉଥିବାରୁ ତାଳଚେର ଶାଖା ପକ୍ଷରୁ ଆଜି…
ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ପୁରୁଣାମାଣତ୍ରୀ ପଞ୍ଚାୟତ ରାଜିଙ୍ଗ ଗ୍ରାମରେ ଧାନବିଲ ଜଗିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଗୋଡ଼ାଇବାରୁ ତଳେ ପଡି ତାଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ସାହୁ (୩୫) ବୋଲି ଜଣାପଡ଼ିଛି। ମୃତ ରମେଶର ପତ୍ନୀ…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନା ପାର୍ଶ୍ୱରେ ନଭେମ୍ବର ୧୪ ପୂର୍ବାହ୍ନରେ କ୍ରେନ୍ ଅପରେଟରଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ପୋଲିସ। ପରକୀୟା ପ୍ରୀତିରୁ ଏହି ଗୁଳିମାଡ଼ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ପୋଲିସ…