ବିଜେପିର ଜିଲ୍ଲା ସଂଗଠନ ସମୀକ୍ଷା ବୈଠକ: ନବ ଦାସ ହତ୍ୟାକାଣ୍ଡ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର
ଅନୁଗୁଳ : ବିଜେପିର ଅନୁଗୁଳ ଜିଲ୍ଲା ପ୍ରବାସ ଯୋଜନାରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି…





