କାଲି ବର୍ଷା କମିବ, କିନ୍ତୁ ବୁଧବାରଠୁ ପୁଣି ଛେଚିବ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କମିବ ବର୍ଷାର ପରିମାଣ କମିବ। ମଙ୍ଗଳବାର ପାଇଁ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ବୁଧବାର ଓ ଗୁରୁବାର ଠାରୁ ପୁଣି ବର୍ଷା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ସୁଦୃଶ୍ୟ…
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କମିବ ବର୍ଷାର ପରିମାଣ କମିବ। ମଙ୍ଗଳବାର ପାଇଁ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ବୁଧବାର ଓ ଗୁରୁବାର ଠାରୁ ପୁଣି ବର୍ଷା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ସୁଦୃଶ୍ୟ…
ଅନୁଗୁଳ: ଫୁଲୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଅନୁଗୁଳ ବ୍ଲକ୍ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଠମଲ୍ଲିକ ବ୍ଲକ୍ର କୁଦଗାଁ…
ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ଆଜି ସ୍ଥାନୀୟ ଶିକ୍ଷକପଡା ସାଇ ମନ୍ଦିର ପଛ ପାଖେ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଗିରଫ ୩ ଜଣ ହେଲେ ଘୁଞ୍ଚାପାଳର ରାହୁଲ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ପ୍ରତିଷେଧକ ଟୀକା। କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଣୁ କିଶୋରୀଙ୍କୁ ଦେବେ କ୍ୟାନସର ସୁରକ୍ଷା କବଚ। ୯ରୁ ୧୩ ବର୍ଷର ଝିଅଙ୍କୁ…
ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜିଠୁ ଦେଶ ବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏ ପରିପ୍ରେକ୍ଷୀରେ…
ତାଳଚେର : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ୪ ଦିନିଆ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ…
ଅନୁଗୁଳ: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୩୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୩୪ ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ସମାଧାନ କରାଯାଇ…
ଭୁବନେଶ୍ୱର: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଟଙ୍କା ଆଦାୟ କରୁଥିବା ବେଳେ ବଳ ପ୍ରୟୋଗ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆର୍ବିଆଇ ଏ ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରି ଆହୁରି ଶକ୍ତ…
ଅନୁଗୁଳ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ୍ ୨୭ ନମ୍ବର ଜୋନ୍ ( ବଅଁରପାଳ ମଣ୍ଡଳ) ଓ ୨୮ ନମ୍ବର ଜୋନ୍ (ମହୀଧରପୁର ମଣ୍ଡଳ) ରେ ଆଜାଦୀ…
ଅନୁଗୁଳ : ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଆଜି ଅନୁଗୁଳ ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ…