ଏନଟିପିସିରେ ନିଯୁକ୍ତି ଦାବି, ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକ

ତାଳଚେର: କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତ ସଇନାଳି ଗାଁ ଲୋକ ଦୁର୍ଘଟଣାରେ ମୃତକଙ୍କ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ, ଦୁଇ ଦିନ ତଳେ ସଇନାଳି ଗାଁର ମିଟୁ ସାହୁଙ୍କ ଏକ ମାତ୍ର…

Continue Readingଏନଟିପିସିରେ ନିଯୁକ୍ତି ଦାବି, ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକ

ମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର…

Continue Readingମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର କ୍ରିୟାନ୍ବୟନ ବୈଠକ ଆୟୋଜିତ, ସ୍କୁଲର ଉନ୍ନତିକରଣ ଓ ବିକାଶକୁ ଗୁରୁତ୍ୱ

ଅନୁଗୁଳ: ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର ଏସ୍ଇଏସକ୍ୟୁ କ୍ରିୟାନ୍ବୟନ ବୈଠକ ଶନିବାର ଅଧ୍ୟକ୍ଷ ଡକ୍ଟର ଶତ୍ରୁଘ୍ନ ବେହେରାଙ୍କ ତତ୍ତ୍ୱାବଧାନରେ ନାଲକୋନଗର ସରସ୍ଵତୀ ବିଦ୍ୟାଳୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏଥିରେ ୭ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି…

Continue Readingଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର କ୍ରିୟାନ୍ବୟନ ବୈଠକ ଆୟୋଜିତ, ସ୍କୁଲର ଉନ୍ନତିକରଣ ଓ ବିକାଶକୁ ଗୁରୁତ୍ୱ

ଆଜିର ରାଶିଫଳ

ମେଷ : ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଓ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ନୂତନ…

Continue Readingଆଜିର ରାଶିଫଳ

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ : ଆଜି ଅନୁଗୁଳ ନିର୍ବାଚନମଣ୍ଡଳୀ ଅନୁଗୁଳ ବ୍ଲକର ବେଡାଶାସନ ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିରରେ ମୁଖ୍ୟ…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

ଆଜିର ରାଶିଫଳ

ମେଷ: ଘାତବାର, ଘାତତିଥି ହେତୁ ନବମ ଚନ୍ଦ୍ରର ଶୁଭଫଳ ପାଇବାରୁ ବଞ୍ଚିତ ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ ହେବେ। ସମସ୍ତ କର୍ମରେ ମଧ୍ୟରେ  ଧରଣର ଶୁଭଫଳ ମିଳିଲେ ମଧ୍ୟ ବିନା କୌଣସି କାରଣରେ ଚାପଗ୍ରସ୍ତ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ…

Continue Readingଆଜିର ରାଶିଫଳ

ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ସହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସର୍ବ ଭାରତୀୟ କମିଟି ଆହ୍ଵାନରେ ଦିଲ୍ଲୀ ଐତିହାସିକ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା କୃଷକ ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ଏ ଅବସରରେ…

Continue Readingଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ସହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ଅନୁଗୁଳ: ଗଞ୍ଜାମ ସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଯେଉଁଭଳି ଅମାନୁଷିକ ଭାବରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅତ୍ୟାଚାର କରାଯାଇଛି, ତାହାକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ଛାତ୍ର…

Continue Readingରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ନଭେମ୍ବର ୨୮ରୁ ପାଳିତ ହେବ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ବନ୍ଧ୍ୟାକରଣ କଲେ ମିଳିବ ୨ ହଜାର ଟଙ୍କା

ଅନୁଗୁଳ: ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି…

Continue Readingନଭେମ୍ବର ୨୮ରୁ ପାଳିତ ହେବ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ବନ୍ଧ୍ୟାକରଣ କଲେ ମିଳିବ ୨ ହଜାର ଟଙ୍କା

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଅନୁଗୁଳ: ସ୍ଥାନୀୟ ସଦର ଥାନା ପୋଲିସ ୧୮.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ସ୍କୁଟର୍(OD…

Continue Reading୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ