କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ପଦ୍ମପାଦ ଆଶ୍ରମରେ ବିଦ୍ୟୁତିକରଣ କାର୍ଯ୍ୟର ଉଦଘାଟନ କଲେ ସାଂସଦ ଓ ବସୁଧା ଉପଦେଷ୍ଟା
ଅନୁଗୁଳ: ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ଗୋପୀନାଥପୁର ଠାରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଓ ପଦ୍ମପାଦ ଆଶ୍ରମକୁ ସାଂସଦଙ୍କ ପାଣ୍ଠିରୁ ବିଦ୍ୟୁତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି। କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର…





