ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘର ପକ୍ଷରୁ ମଙ୍ଗଳବାର ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଡାକ ମଣ୍ଡଳ ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ନେତୃତ୍ଵରେ ଆୟୋଜିତ ଏହି ମେଳାରେ ପଣ୍ଡିତ ମହେଶ ସାହୁ, ଅନୁଗୁଳ ବ୍ଲକ…





