ଅଲ ଓଡ଼ିଶା ନାଇଟ୍ କ୍ରିକେଟ୍ ପ୍ରତିଯୋଗିତା, ୨୬ ରେ ଫାଇନାଲ୍ ମ୍ୟାଚ୍
ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଅଲ ଓଡ଼ିଶା ନାଇଟ୍ କ୍ରିକେଟ୍ ପ୍ରତିଯୋଗିତା। ଫ୍ଲଡ୍ ଲାଇଟ୍ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେବେ। ଏ ଅବସରରେ ୨୪ ଓ ୨୫ ତାରିଖ…





