ଖୁସି ଖବର! ଅନୁଗୁଳ ଜିଲ୍ଲାରେ ମିଳିଲା ଗ୍ରାଫାଇଟ୍ର ସନ୍ଧାନ
ଅନୁଗୁଳ: ଖଣି ଖାଦାନରେ ଭରପୂର ଅନୁଗୁଳ ଜିଲ୍ଲାରେ ମିଳିଛି ଗ୍ରାଫାଇଟ୍ର ସନ୍ଧାନ। ଅନୁଗୁଳ ବ୍ଲକ୍ ବଡ଼କନ୍ତକୁଳ ଓ କଂଜା ଅଞ୍ଚଳରେ ମାଟି ତଳେ ଗ୍ରାଫାଇଟ୍ ରହିଥିବା ଜଣାପଡ଼ିଛି। ପାଖାପାଖି ୨ ମାସ ହେଲା ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଏକ ଟିମ୍ ଏହି ଅଞ୍ଚଳରେ…





