ବିପଦରେ କଅଁଳ ଜୀବନ! ନୂଆ ଶ୍ରେଣୀ ଗୃହ ନିର୍ମାଣ ନ କରି ପୁରୁଣାର ମରାମତିକୁ ଗାଁ ଲୋକଙ୍କ ବିରୋଧ
ଅନୁଗୁଳ : ସ୍ଥାନୀୟ ବଲାସିଂହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ଗୃହ ମରାମତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବିଦ୍ୟାଳୟର ଶ୍ରେଣୀ ଗୃହ ବହୁ ପୁରୁଣା ହୋଇଥିବାରୁ ଏହାକୁ ମରାମତି ପରିବର୍ତ୍ତେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ…



