ଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ
ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ…
ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ…
ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡ଼ିକୁ ସୋମବାର ଖୋଲା ଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନାର ଏଏସ୍ଆଇ ନେପାଳ…
ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରଠାରେ ରବିବାର ସରକାର ଅତ୍ୟାଧୁନିକ ମଦ ଡିପୋର ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିବା ସହ ମଦ…
ଅନୁଗୁଳ: ଅନୁଗୁଳରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏ ଅବସରରେ ବାଳାଶ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ନିମନ୍ତେ ସେ ଉପସ୍ଥିତ ଥିବା ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସଙ୍ଗେ…
ତାଳଚେର : ରବିବାର ନିଶାର୍ଦ୍ଧରେ ତାଳଚେରର ଅଧୀଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚାତ୍ ଭାଗ ତଥା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିଶହ ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ତରାପୁର 'ଖ' ପଞ୍ଚାୟତ ସାନ୍ତରାପୁର ଗାଁର ମହିଳା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାରେ ଗାଁକୁ ପାଇପ ସଂଯୋଗ ହୋଇଛି। କିନ୍ତୁ ଦୀର୍ଘ ୭-୮ ବର୍ଷ ହେବ…
ଅନୁଗୁଳ: ସ୍ଥାନୀୟ କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରବିବାର ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଇ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଂଘଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧ୍ୟକ୍ଷ ଯେଉଁଭଳି ମିଥ୍ୟା…
ତାଳଚେର: ତାଳଚେରର ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ ହୋଇଛି। ଦିନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ…