ଗର୍ଭବତୀଙ୍କୁ ହତ୍ୟା କଲେ ଶାଶୁ ଘର ଲୋକ, ଆତ୍ମହତ୍ୟାର ରୂପ ଦେବାକୁ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ  ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସେ ୨ ବର୍ଷ ତଳେ ବିବାହ କରିଥିଲେ। ଝିଅକୁ ହତ୍ୟା କରି ବେକରେ ରଶି…

Continue Readingଗର୍ଭବତୀଙ୍କୁ ହତ୍ୟା କଲେ ଶାଶୁ ଘର ଲୋକ, ଆତ୍ମହତ୍ୟାର ରୂପ ଦେବାକୁ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ

‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

ଅନୁଗୁଳ: ଦୃଷ୍ଟିହୀନ ତାଲିମ କେନ୍ଦ୍ରକୁ ସହାୟତାର ହାତ ବଢ଼ାଇଲା 'ହମ୍' ଗ୍ରୁପ୍। ବୁଧବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀରେ ସ୍ଥାନୀୟ ଗୋପୀନାଥପୁରରେ ଥିବା କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ତାଲିମ କେନ୍ଦ୍ରରେ ପ୍ରାୟ ୩୫ଜଣ…

Continue Reading‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

ରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍

ଅନୁଗୁଳ: ତାଳବେଡ଼ା-ଫାଷ୍ଟଗେଟ୍ ରାସ୍ତା ବାଙ୍କଧରା ଛକରେ ଆଜି ଏନଟିପିସିର ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଲିିଙ୍ଗରାଜ ଖଣିରୁ କୋଇଲା ବୋଝେଇ କରି ଏନଟିପିସିକୁ ଯାଉଥିବା ବେଳେ ବାଙ୍କଧରା ଛକ ରେଳ ଫାଟକଠାରେ ଟ୍ରେନ ଡବା ଲାଇନଚ୍ୟୁତ୍ ହୋଇଯାଇଥିଲା। ଫଳରେ ଦୀର୍ଘ ସମୟ…

Continue Readingରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍

ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ: ୨ ଦିନରେ ଉଦ୍ଧାର ହେଲେଣି ୪ ଶିଶୁ ଶ୍ରମିକ

ଅନୁଗୁଳ : ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ୧୫ ଦିନିଆ ଜାଗରଣ କାର୍ଯ୍ୟକ୍ରମ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଯୁଗ୍ମ ଶ୍ରମ ଆୟୁକ୍ତ…

Continue Readingଶ୍ରମ ବିଭାଗ ପକ୍ଷରୁ ଚଢ଼ଉ: ୨ ଦିନରେ ଉଦ୍ଧାର ହେଲେଣି ୪ ଶିଶୁ ଶ୍ରମିକ

ଖଣିରୁ କୋଇଲା ଚୋରି !

ତାଳଚେର: କୋଇଲା ଖଣିରୁ ବେଆଇନ ଭାବେ କୋଇଲା ଚାଲାଣ କରୁଥିବା ଏକ ଟ୍ରକକୁ ଧରିଛନ୍ତି ଖଣି କର୍ତ୍ତୃପକ୍ଷ। ଆଜି ମହାନଦୀ କୋଲଫିଲ୍‌ଡସ୍ ଲିମିଟେଡ୍ ପକ୍ଷରୁ ତାଳଚେର ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଏମ୍‌ସିଏଲ୍‌ର ଅଭିଯୋଗ ମୁତାବକ, ସ୍ଥାନୀୟ ଅନନ୍ତ ଓପନ୍ କାଷ୍ଟ…

Continue Readingଖଣିରୁ କୋଇଲା ଚୋରି !

ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ବନ୍ତଳା ରେଞ୍ଜ ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗାଁର କନକ ସାହୁ (୪୫)। ସୂଚନାନୁଯାୟୀ, କନକ ସକାଳେ ନିଜ ବଗିଚାକୁ ଯାଇଥିଲେ। ଭେଣ୍ଡି ତୋଳି…

Continue Readingଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଅନୁଗୁଳ: ମାତିଛି ଷଣ୍ଢ। ଯାହାକୁ ଦେଖୁଛି ଆକ୍ରମଣ କରୁଛି। ଷଣ୍ଢ ଭୟରେ ଲୋକେ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର ଖ ପଞ୍ଚାୟତରେ ଏଭଳି ଏକ ଷଣ୍ଢ ଉତ୍ପାତ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଷଣ୍ଢଟି…

Continue Readingମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

୩୦ଟି ଦେଶରେ କାୟା ମେଲାଇଲାଣି ମଙ୍କିପକ୍ସ, ଆଲର୍ଟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଆତଙ୍କ ସରିନଥିବା ବେଳେ ଏବେ ମଙ୍କିପକ୍ସକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ଦେଖିବାକୁ ମିଳିଛି। ଇତି ମଧ୍ୟରେ ୩୦ଟି ଦେଶକୁ ବ୍ୟାପିସାରିଲାଣି ମଙ୍କିପକ୍ସ। ଏବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

Continue Reading୩୦ଟି ଦେଶରେ କାୟା ମେଲାଇଲାଣି ମଙ୍କିପକ୍ସ, ଆଲର୍ଟ କଲେ ରାଜ୍ୟ ସରକାର

ଓଡ଼ିଶା ରାଜନୀତିର ବେତାଜ ବାଦଶାହ ଡକ୍ଟର ହରେକୃଷ୍ଣ ମହତାବ

ଓଡ଼ିଶା ରାଜନୀତିରେ ଅନେକ ନେତା, ରାଜନେତାଙ୍କ ଦବଦବା ରହିଥିଲେ ମଧ୍ୟ ଡକ୍ଟର ହରେକୃଷ୍ଣ ମହତାବ କିନ୍ତୁ ଥିଲେ ସବୁଠୁ ଅଲଗା, ସମସ୍ତଙ୍କଠୁ ନିଆରା। ତାଙ୍କ ଶାସନକାଳରେ ରାଜ୍ୟ ଦେଖିଥିଲା ନୂଆ ସୂର୍ଯ୍ୟୋଦୟ। ଓଡ଼ିଶାର ଚିତ୍ର ବଦଳାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।…

Continue Readingଓଡ଼ିଶା ରାଜନୀତିର ବେତାଜ ବାଦଶାହ ଡକ୍ଟର ହରେକୃଷ୍ଣ ମହତାବ

୨ କେଜିର ଦୁଇଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ମିଳିତ ଚଢ଼ଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଦୁର୍ଯ୍ୟୋଧନ ପ୍ରଧାନ…

Continue Reading୨ କେଜିର ଦୁଇଟି ହାତୀ ଦାନ୍ତ ଜବତ, ଜଣେ ଗିରଫ