ଟଙ୍କା କେଇଟା ପାଇଁ ଜନ୍ମ କଲା ମା’କୁ ପିଟି ପିଟି ମାରିଦେଲା ପୁଅ
ଛେଣ୍ଡିପଦା/ ଅନୁଗୁଳ: ସାମାନ୍ୟ ଟଙ୍କା କେଇଟା ପାଇଁ ଜନ୍ମ କଲା ମା' କୁ ହତ୍ୟା କଲା ପୁଅ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଛେଣ୍ଡିପଦା ବ୍ଲକ ବାଗଡିଆ ଗାଁରେ। ଏଠାରେ ମା'କୁ ପିଟି ପିଟି ହତ୍ୟା କରିଛି ରାକ୍ଷସ…
ଛେଣ୍ଡିପଦା/ ଅନୁଗୁଳ: ସାମାନ୍ୟ ଟଙ୍କା କେଇଟା ପାଇଁ ଜନ୍ମ କଲା ମା' କୁ ହତ୍ୟା କଲା ପୁଅ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଛେଣ୍ଡିପଦା ବ୍ଲକ ବାଗଡିଆ ଗାଁରେ। ଏଠାରେ ମା'କୁ ପିଟି ପିଟି ହତ୍ୟା କରିଛି ରାକ୍ଷସ…
ଆଜି ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା। ଆଜିର ଦିନକୁ ବୈଶାଖ ମାସକୁ ଏକ ଅତି ପବିତ୍ର ମାସ ଭାବରେ ବିବେଚନା କରାଯାଏ। ମାନ୍ୟତା ରହିଛି ଯେ ମହାତ୍ମା ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମା ଦିନ ଅର୍ଥାତ୍ ଆଜି ହୋଇଥିଲା। ଏଥିପାଇଁ…
ଅନୁଗୁଳ: ବୟସ ୮୦ ଟପିଲାଣି କିନ୍ତୁ ଏବେ ବି ସେ ପୂରା ଫିଟ୍। ଯେଉଁ ସମୟରେ ଘରେ ମହିଳା ମାନେ ଚାରି କାନ୍ଥ ଭିତରେ ରହି ରୋଷେଇ କାମ କରନ୍ତି, ସେହି ସମୟରେ ଏ ମହିଳା ଜଣଙ୍କ କିନ୍ତୁ ଘରୁ ବାହାରି…
ଅନୁଗୁଳ: ସ୍ଥାନୀୟ ବାରଗୌଣିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବାରୁ ଗ୍ରାମବାସୀ ଅସନ୍ତୋଷ ଜାହିର କରିଛନ୍ତି। ମୋ ସ୍କୁଲ୍ ଅଭିଯାନରେ ଆସିଥିବା ୪୧ ଲକ୍ଷ ୬୭ ହଜାର ୨୨ ଟଙ୍କାରେ ଏହି ଗୃହ ନିର୍ମାଣ ହେଉଛି। ଏହି କାମ ସମ୍ପୂର୍ଣ୍ଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ମନ୍ତ୍ରୀ କଣିହାଁ ସମେତ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିବା ସହ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୬୪ଟି ପ୍ରାକ୍ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥି ମଧ୍ୟରୁ ୬୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୪ଲକ୍ଷ…
ଭୁବନେଶ୍ୱର / ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା। ରାୟଗଡାରୁ ଭୁବନେଶ୍ୱର ଆସିବା ସମୟରେ ତାଙ୍କୁ ଗିରଫ କରାଯାଇଛି। ନିନାଙ୍କ ଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଟଙ୍କା ସମ୍ପର୍କରେ ନିନା ସନ୍ତୋଷଜନକ…
ଅନୁଗୁଳ: ସାମାଜିକ ଅନୁଷ୍ଠାନ 'ସାଥୀ ପରିବାର' ପକ୍ଷରୁ ଏକ ଗରିବ ପରିବାରକୁ ମାସକର ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସ୍ଥାନୀୟ ପରଙ୍ଗ ଗାଁର ଅତି ଗରିବ ଦୃଷ୍ଟିହୀନ ବଳରାମ ନାୟକଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ,…
ଅନୁଗୁଳ: ନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ନାଲକୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଗତ…
ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡ ସ୍ଥିତ ଏକ ଘରେ ଆଜି ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ହୋଇଛି। ସୂଚନା ଅନୁଯାୟୀ, ଏଠାକାର ଦୁଇ ଭାଇ ସଞ୍ଜୟ ସେଠୀ ଓ ଅମର ସେଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ଘରେ…