ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଦାଦାଗିରିକୁ ୭ ଦିନ ବିତିଲା: କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ, ହିତାଧିକାରୀଙ୍କୁ ଏଯାଏଁ ମିଳିନି ଭତ୍ତା

ଅନୁଗୁଳ: ପାଳଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତରେ ହିତାଧିକାରୀଙ୍କୁ ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାରକୁ ୭ ଦିନ ବିତିଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାଯାଇଛି। ଅନ୍ୟପଟେ ହିତାଧିକାରୀମାନେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ…

Continue Readingମହିଳା କନିଷ୍ଠ ଯନ୍ତ୍ରୀଙ୍କ ଦାଦାଗିରିକୁ ୭ ଦିନ ବିତିଲା: କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ, ହିତାଧିକାରୀଙ୍କୁ ଏଯାଏଁ ମିଳିନି ଭତ୍ତା

ଏମସିଏଲର ନୂଆ ରେକର୍ଡ! ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା

ତାଳଚେର : ଟିମ୍ ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳବାର ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କରିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ କୋଇଲା ଉତ୍ପାଦନରେ…

Continue Readingଏମସିଏଲର ନୂଆ ରେକର୍ଡ! ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା

ଉପଜିଲ୍ଲାପାଳଙ୍କ ମହାନତା ! ଅନ୍ତେବାସୀଙ୍କ ସହ ଦୀପାବଳି ପାଳିବା ସହ ବାଣ୍ଟିଲେ ମିଠା ଓ ସବୁଜ

ଆଠମଲ୍ଲିକ: ଦୀପାବଳି ପର୍ବକୁ ସମସ୍ତେ ନିଜ ନିଜ ପରିବାର ସହ ପାଳୁଥିବା ବେଳେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ଏଥରକ ନିଆରା ଢଙ୍ଗରେ ଆଲୋକର ଉତ୍ସବ ପାଳନ କରିଛନ୍ତି। ଉପଜିଲ୍ଲାପାଳ ଏଥର ସ୍ଥାନୀୟ ବାଳାଶ୍ରମରେ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଛନ୍ତି।…

Continue Readingଉପଜିଲ୍ଲାପାଳଙ୍କ ମହାନତା ! ଅନ୍ତେବାସୀଙ୍କ ସହ ଦୀପାବଳି ପାଳିବା ସହ ବାଣ୍ଟିଲେ ମିଠା ଓ ସବୁଜ

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ସ୍କୁଲରେ ଆଜି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବାନନ୍ଦ…

Continue Readingବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨

ବଜାରରେ ମିଳୁଥିବା ‘ରେଡି ଟୁ ଇଟ୍ ଫୁଡ୍’ ଖାଉଛନ୍ତି କି! ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

ଅନୁଗୁଳ: ଏବେର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ତ ଚାହୁଁଛନ୍ତି। କିନ୍ତୁ ପ୍ରସ୍ତୁତ କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ। ଏଣୁ ଅଧିକାଂଶ ଲୋକ ବଜାରରେ ମିଳୁଥିବା ‘ରେଡି ଟୁ ଇଟ ଫୁଡ’ କିମ୍ବା ପ୍ୟାକେଜ୍ ଖାଦ୍ୟ…

Continue Readingବଜାରରେ ମିଳୁଥିବା ‘ରେଡି ଟୁ ଇଟ୍ ଫୁଡ୍’ ଖାଉଛନ୍ତି କି! ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

ଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ଗେଟ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଓ ଦମକଳବାହିନୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଛି। ସୂଚନା ଅନୁସାରେ, ଅନୁଗୁଳରୁ କଲିକତା ଯାଉଥିବା ଯାତ୍ରୀବାହୀ ବସ ଡଲଫିନ ଓଭରଟେକ କରି ଯାଉଥିବା…

Continue Readingଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

ଫୋନରେ କଥା ହେବା ବେଳେ ଗଲା ମହିଳାଙ୍କ ଜୀବନ, କାରଣ ଅସ୍ପଷ୍ଟ

ପାଳଲହଡ଼ା : ପାଳଲହଡ଼ା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁରରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମୃତା ମହିଳା ଡଲି ନାୟକ ବୋଲି…

Continue Readingଫୋନରେ କଥା ହେବା ବେଳେ ଗଲା ମହିଳାଙ୍କ ଜୀବନ, କାରଣ ଅସ୍ପଷ୍ଟ

ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟ୍ରଫି ହାତେଇଲା ଜଗା ୟୁନାଇଟେଡ୍

ଅନୁଗୁଳ: ତୁରଙ୍ଗ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଶେଷ ହୋଇଛି। ଉଦଯାପନୀ ଫାଇନାଲ ମ୍ୟାଚ୍ ଭୁବନେଶ୍ୱରର ଜଗା ୟୁନାଇଟେଡ୍ ଓ ସୁନ୍ଦରଗଡ଼ର ଯମୁନା ଫୁଟବଲ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଏହି…

Continue Readingତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟ୍ରଫି ହାତେଇଲା ଜଗା ୟୁନାଇଟେଡ୍

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ: ଆଜି ଶୁଭ ଦୀପାବଳି। କରୋନା କଟକଣା ହଟିବା ଦୁଇ ବର୍ଷ ପରେ ଧୁମଧାମରେ ପାଳିତ ହେବ ଦୀପାବଳି। ତେଣୁ ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ…

Continue Readingଆଜି ଆଲୋକର ପର୍ବ ଦୀପାବଳି

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟରେ ଶନିବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରକାଶ ଯେ, ୨୦୧୮ ଜୁନ ୧୮ ତାରିଖରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ଅଭିଯୋଗ…

Continue Readingନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ