ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ, ୨ ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ: ଚଳିତ ମାସ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅନୁଗୁଳର ସମସ୍ତ ବ୍ଲକ୍ ଅନୁଗୁଳ, ବଅଁରପାଳ, ତାଳଚେର, କଣିହାଁ, ପାଳଲହଡା, ଛେଣ୍ଡିପଦା, କିଶୋରନଗର ଓ ଆଠମଲ୍ଲିକର ସବୁ ଚାଷୀଙ୍କୁ ସଚେତନ…

Continue Readingଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ, ୨ ସଚେତନତା ରଥର ଶୁଭାରମ୍ଭ

ପୁତୁରାକୁ ମାରି ପୋତିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ କକା, ମାଟି ଖୋଳି ଶବ ବାହାର କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର ଗାଁରେ ମଙ୍ଗଳବାର ପୁତୁରାର ମୃତ୍ୟୁ ହୋଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ସାନ କେରଜାଙ୍ଗର ଦାଦା ମିଲୁ ନାଏକ। ସୂଚନା ମୁତାବକ, ସାନ କେରଜାଙ୍ଗର ମିଲୁ ନାଏକଙ୍କ ବଡ଼ ଭାଇ ଦିଲ୍ଲୀପ ନାଏକ କାଣ୍ଡସରର…

Continue Readingପୁତୁରାକୁ ମାରି ପୋତିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ କକା, ମାଟି ଖୋଳି ଶବ ବାହାର କଲା ପୋଲିସ

ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା, ଫୁଡ୍ ଲାଇସେନ୍ସ ଆବେଦନ ନେଇ ବୁଝାଇଲେ ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ବଅଁରପାଳ ଅଞ୍ଚଳର ପ୍ରାୟ ୧୮ ଜଣ ବ୍ୟବସାୟୀ ଯୋଗ ଦେଇଥିଲେ। ଏ ଅବସରରେ…

Continue Readingସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା, ଫୁଡ୍ ଲାଇସେନ୍ସ ଆବେଦନ ନେଇ ବୁଝାଇଲେ ଅଧିକାରୀ

ବିଭିନ୍ନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର

ଅନୁଗୁଳ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ତଥା ଅନୁଗୁଳ ଜିଲ୍ଲାର ୨୫ ରୁ ଊର୍ଦ୍ଧ୍ୱ କର୍ମଚାରୀ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପତ୍ରରେ ସେ ବିଭିନ୍ନ…

Continue Readingବିଭିନ୍ନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର

ଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକ

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାକୋସିଂହା ପଞ୍ଚାୟତ ବେଲସୁଣ୍ଠା ସାହିର ଜଣେ ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ନରେଶ ସାହୁ। ବାପାଙ୍କ ଅଭିଯୋଗ ମୁତାବକ, କିଛି ଦିନ ତଳେ ଝିଅ ଚନ୍ଦ୍ରକାନ୍ତି ତିୱାରୀ…

Continue Readingଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକ

ବେଲସୁଣ୍ଠା ଠାରେ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳିଲା ଜିଲ୍ଲା କଂଗ୍ରେସ, ଗାନ୍ଧିଜୀଙ୍କୁ ଦେଲା ଶ୍ରଦ୍ଧାଞ୍ଜଳି

ଅନୁଗୁଳ : ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ସୋମବାର ଶେଷ ଦିବସ। ଏ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି…

Continue Readingବେଲସୁଣ୍ଠା ଠାରେ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳିଲା ଜିଲ୍ଲା କଂଗ୍ରେସ, ଗାନ୍ଧିଜୀଙ୍କୁ ଦେଲା ଶ୍ରଦ୍ଧାଞ୍ଜଳି

ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଆଠମଲ୍ଲିକ: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏନଏସି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ନେତୃତ୍ୱରେ ବିଜୁ…

Continue Readingଆଠମଲ୍ଲିକ ଏନଏସି ବିଜୁ ଜନତା ଦଳ ପକ୍ଷରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କୋଇଲା ବୋଝେଇ ଟ୍ରକ ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

ଅନୁଗୁଳ: ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଆଜି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗରେ ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ତାଳଚେରରୁ…

Continue Readingକୋଇଲା ବୋଝେଇ ଟ୍ରକ ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ବିପୁଳ ଗଞ୍ଜେଇ ଓ ବିଦେଶୀ ମଦ ଜବତ

ଆଠମଲ୍ଲିକ : ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ଉ କରାଯାଇଛିl ଚଢ଼ଉ ବେଳେ ୪ କେଜି ଗଞ୍ଜେଇ ଓ ଏକ ମଟର ସାଇକେଲ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି l…

Continue Readingଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ବିପୁଳ ଗଞ୍ଜେଇ ଓ ବିଦେଶୀ ମଦ ଜବତ

ନବ ଦାସଙ୍କୁ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି। ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ। ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା…

Continue Readingନବ ଦାସଙ୍କୁ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି କଲା ବିଜେପି