ଦୁର୍ନୀତି ନିବାରଣ ସପ୍ତାହ ପାଳନ : ବଜାର ବୁଲି ସଚେତନ କଲେ ଭିଜିଲାନ୍ସ ଅଧିକାରୀ

ଅନୁଗୁଳ: ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି। ଏ ଅବସରରେ ବୁଧବାର ଭିଜିଲାନ୍ସ କାର୍ଯ୍ୟାଳୟ ପରିସରରୁ ଏକ ରାଲି ବାହାରି ଦୁର୍ନୀତି ନିବାରଣ ପାଇଁ ସ୍ଳୋଗାନ୍ ଦେଇ ବଜାର ପରିକ୍ରମା କରିଥିଲେ, ଏହି ରାଲି ହେମସୁରପଡା ଛକ,…

Continue Readingଦୁର୍ନୀତି ନିବାରଣ ସପ୍ତାହ ପାଳନ : ବଜାର ବୁଲି ସଚେତନ କଲେ ଭିଜିଲାନ୍ସ ଅଧିକାରୀ

ଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

ତାଳଚେର : ତାଳଚେର ଥର୍ମାଲ ପ୍ଲାଣ୍ଟରେ ଶିଳ୍ପ ନଗରୀ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ଦାବି କରି ଆନ୍ଦୋଳନରେ ବସିଥିବା ଶ୍ରମିକମାନେ ଆନ୍ଦୋଳନରୁ ଓହରିଛନ୍ତି। ଅମଲାପଡ଼ା ସ୍ଥିତ ଥର୍ମାଲ ପମ୍ପ ହାଉସ ଗେଟ୍ ନିକଟରେ ସଂଘର…

Continue Readingଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

ବଅଁରପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ଯାତ୍ରା, ଯୋଗ ଦେଲେ ଶହ ଶହ କର୍ମୀ

ଅନୁଗୁଳ: ଆଜି ବଅଁରପାଳ ବ୍ଲକର କରଡାଗାଡିଆ, ବେଣାଗାଡିଆ, ଜରାସିଂହା ଓ କୁମଣ୍ଡ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ଏ ଅବସରରେ କୁମଣ୍ଡ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର…

Continue Readingବଅଁରପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ଯାତ୍ରା, ଯୋଗ ଦେଲେ ଶହ ଶହ କର୍ମୀ

ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ଅନୁଗୁଳର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଲା ବିଜେପି, କମ୍ ଆନ୍ଦୋଳନକାରୀଙ୍କୁ ଦେଖି ଥଟ୍ଟା କଲେ ଲୋକ

ପାଳଲହଡ଼ା: ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଫସିଥିବା ଶାସକ ଦଳର ବରିଷ୍ଠ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କ ତୁରନ୍ତ ମୁଖା ଖୋଲିବା ଦାବିରେ ଆଜି ପାଳଲହଡା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଶୋକ ମହାନ୍ତି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।…

Continue Readingଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ଅନୁଗୁଳର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଲା ବିଜେପି, କମ୍ ଆନ୍ଦୋଳନକାରୀଙ୍କୁ ଦେଖି ଥଟ୍ଟା କଲେ ଲୋକ

ଫଳକ ରାଜନୀତି ! ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର

ଆଠମଲ୍ଲିକ : ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର। ପ୍ରଥମେ ଏନଏସି ଅଧ୍ୟକ୍ଷା ଆସି ଥରେ ଫିତା କାଟିଲେ ଆଉ ଆଜି ୨ ମାସ ପରେ ପୁଣିଥରେ ବିଧାୟକ ନୂଆ ଫଳକ ଲଗାଇ କୋଠ ଘରକୁ ଉଦଘାଟନ…

Continue Readingଫଳକ ରାଜନୀତି ! ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର

ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ଯୋଗ ଦେଲେନି ଏନଏସି ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଓ କାଉନସିଲର

ଆଠମଲ୍ଲିକ : ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆଜି ଆଠମଲ୍ଲିକ ଏନଏସିରେ ପହଞ୍ଚିଛି। ବିଧାୟକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ତେବେ ଏଥିରେ ବିଜେଡିରୁ ନିର୍ବାଚିତ…

Continue Readingବିଜେଡିର ଜନ ସମ୍ପର୍କ ପଦଯାତ୍ରା: ଯୋଗ ଦେଲେନି ଏନଏସି ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଓ କାଉନସିଲର

ବିନା କାରଣରେ ଚାକିରିରୁ ବହିଷ୍କାରକୁ ବିରୋଧ, ଆମରଣ ଅନଶନରେ ତିନି କର୍ମଚାରୀ

ଅନୁଗୁଳ : ଚାକିରିରୁ ବେଆଇନ ଭାବେ ବହିଷ୍କାର କରାଯାଇଥିବା ଅଭିଯୋଗ କରି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ବ୍ୟକ୍ତି ଆମରଣ ଅନଶନରେ ବସିଛନ୍ତି। ସୂଚନା ମୁତାବକ, ତାଳଚେର ରେଞ୍ଜ୍ ସିପୁର ସେକ୍ସନରେ ଅଜିତ କୁମାର ସାହୁ ଓ…

Continue Readingବିନା କାରଣରେ ଚାକିରିରୁ ବହିଷ୍କାରକୁ ବିରୋଧ, ଆମରଣ ଅନଶନରେ ତିନି କର୍ମଚାରୀ

ବୀମା ଓ ପେନସନ ସମେତ ୯ ଦଫା ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲା ଡ୍ରାଇଭର ମହାସଂଘ

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁସାରେ, ଆଜି ଦିନ ୧୧ ଟା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଡ୍ରାଇଭର ମହାସଂଘର ଏକ…

Continue Readingବୀମା ଓ ପେନସନ ସମେତ ୯ ଦଫା ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲା ଡ୍ରାଇଭର ମହାସଂଘ

ମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡ଼ିଆ ପଞ୍ଚାୟତ କାକୁଡ଼ିଆ ଗାଁରେ ମଙ୍ଗଳବାର ମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଆଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟ ଅତିଥି ଏବଂ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ…

Continue Readingମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ

ଓକିଲଙ୍କ ନାଁରେ ମିଥ୍ୟା ଏତଲାକୁ ପ୍ରତିବାଦ, କୋର୍ଟ ବର୍ଜନ କଲା ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘ

ଆଠମଲ୍ଲିକ : ସ୍ଥାନୀୟ ତାଳଚେର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ କେତେକ ଆଇନଜୀବୀଙ୍କ ନାମରେ କୋର୍ଟ ସିଏସଆଇ ଏତଲା କରିବା ପ୍ରତିବାଦରେ ଆଠମଲ୍ଲିକ ଓକିଲ ସଂଘ ଓ କ୍ରିମିନାଲ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର କୋର୍ଟ ବର୍ଜନ କରାଯାଇଛି। ତାଳଚେରର ଜଣେ…

Continue Readingଓକିଲଙ୍କ ନାଁରେ ମିଥ୍ୟା ଏତଲାକୁ ପ୍ରତିବାଦ, କୋର୍ଟ ବର୍ଜନ କଲା ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘ