ଛଟେଇ ଠିକା କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଅନଶନ
ଅନୁଗୁଳ: ଏନ୍ଟିପିସି/ଟିଟିପିଏସ୍ରୁ ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ପୁଣି ଥରେ ଚାକିରି ଦେବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯାଇଛି। ଏ ଅବସରରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗ ମୁତାବକ, ଆର୍ପିଡିଏସି ବୈଠକର ନିଷ୍ପତ୍ତି ଅନୁଯାୟୀ…
