ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ
ଅନୁଗୁଳ: ଅନୁଗୁଳ ସହରର ହେମୁସୁରଫଡ଼ାଠାରେ ଏକ ଘରୋଇ କମ୍ପାନୀର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଅକ୍ରମଣକରିବା ଅଭିଯୋଗରେ ଅନ୍ୟଜଣେ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଯେ, ଢ଼େଙ୍କାନାଳ ଜିଲ୍ଲା କୁସୁମୁଣ୍ଡିଆ ଗାଁର ଚିନ୍ମୟ ରଞ୍ଜନ ସାହୁ(୨୧) ଢ଼େଙ୍କାନାଳ ବିନ୍ଦଲରେ କାମ କରନ୍ତି।…





