ଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

ଆଠମଲ୍ଲିକ : ଆଠମଲ୍ଲିକ ତହସିଲଦାର ଭାବେ ଯଶୋବନ୍ତ ଦେହୁରୀ ଯୋଗ ଦେଇଛନ୍ତି। ଶ୍ରୀ ଦେହୁରୀ ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଠାରୁ ତହସିଲଦାର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର…

Continue Readingଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

ଅନୁଗୁଳ : ୬୫ ତମ ଅନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା ବଧିର ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ ହୋଇଥିଲା। ଶୋଭାଯାତ୍ରାକୁ ଉପଜିଲ୍ଲାପାଳ…

Continue Reading‘ସମାଜ ଗଠନରେ ଭିନ୍ନକ୍ଷମଙ୍କ ଭୂମିକା ଅତୁଳନୀୟ, ଏମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ’

ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ

କଟକ: ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଏବେ ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ। ଏ ନେଇ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଏବେ ଜଷ୍ଟିସ ଯଶୱନ୍ତ ସିଂ କାମ କରୁଛନ୍ତି।…

Continue Readingବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ

ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ଆଜିଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର/ଅନୁଗୁଳ: ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ ମୁତାବକ, ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ପଞ୍ଜିକରଣ…

Continue Readingଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ଆଜିଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ଅଣ୍ଡା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟିଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଜଣେ ଅଣ୍ଡା ବ୍ୟସାୟିଙ୍କୁ ଅଣ୍ଡା ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ସୂଚନା ଯେ, ଗାଁର ଦୁର୍ଯ୍ୟୋଧନ ପ୍ରଧାନଙ୍କ ଗ୍ରୋସରୀ ଦୋକାନ ଅଛି। ତେଣୁ ଅନ୍ଲାଇନ୍ରେ…

Continue Readingଅଣ୍ଡା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟିଲେ ସାଇବର ଲୁଟେରା

ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସଚେତନତା

ଅନୁଗୁଳ: ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Continue Readingଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ମହିଳାଙ୍କ ଗର୍ଭପାତଜନିତ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସଚେତନତା

ବିନା କାରଣରେ ଚାକିରିରୁ ବହିଷ୍କାରକୁ ଅଶ୍ରୁର ବିରୋଧ, ତୁରନ୍ତ ନିଯୁକ୍ତି ପାଇଁ ଦାବି

ଅନୁଗୁଳ: ଏମିସିଡବ୍ଲୁ ନାମକ ଏକ ଘରୋଇ ଔଷଧ କମ୍ପାନୀର ଜଣେ ସେଲ୍ସ୍ ରିପ୍ରେଜେଣ୍ଟିଭଙ୍କୁ ବିନା କାରଣରେ କମ୍ପାନୀ କରିଥିବା ବହିଷ୍କାରକୁ ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟିଭ୍ ୟୁନିୟନ ଅନୁଗୁଳ ଶାଖା ଘୋର ବିରୋଧ କରିଛି। ଏବେ ସହଜରେ ଚାକିରି ଖଣ୍ଡେ ମିଳିପାରୁନଥିବା ବେଳେ…

Continue Readingବିନା କାରଣରେ ଚାକିରିରୁ ବହିଷ୍କାରକୁ ଅଶ୍ରୁର ବିରୋଧ, ତୁରନ୍ତ ନିଯୁକ୍ତି ପାଇଁ ଦାବି

ଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ଆଠମଲ୍ଲିକ : ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବୁଧବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ,…

Continue Readingଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା : ଖାଉଟି ବିବାଦ ବିଚାର ଆୟୋଗ ଦ୍ଵାରା ଟାଟା ପାୱାର ଦଣ୍ଡିତ

ଅନୁଗୁଳ: ଜଣେ ବିଦ୍ୟୁତ୍ ଗ୍ରାହକକୁ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା ନିମନ୍ତେ ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଦଣ୍ଡିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ତାଳଚେର ବଡ଼ସିଙ୍ଗଡ଼ା ଗ୍ରାମ ସ୍କୁଲ ସାହିର…

Continue Readingବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା : ଖାଉଟି ବିବାଦ ବିଚାର ଆୟୋଗ ଦ୍ଵାରା ଟାଟା ପାୱାର ଦଣ୍ଡିତ

ଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ

ଭୁବନେଶ୍ୱର/ଅନୁଗୁଳ: ଆଜି ‘ବିଶ୍ୱ ହୃଦୟ ଦିବସ’। ପ୍ରତିବର୍ଷ ସେପ୍ଟେମ୍ବର ୨୯ ଡିସେମ୍ବରକୁ ‘ୱାର୍ଲ୍ଡ ହାର୍ଟ ଡେ’ ଭାବେ ପାଳନ କରାଯାଏ। ହୃଦୟକୁ ସୁସ୍ଥ ରଖିବା ତଥା ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ…

Continue Readingଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ