ଦୁଇ ବର୍ଷ ତଳର ଦୁଷ୍କର୍ମ ମାମଲାର ଶୁଣାଣି: ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ
ଅନୁଗୁଳ: ଦୁଇ ବର୍ଷ ତଳେ ବନ୍ତଳା ଥାନା ଇଲାକାରେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ଶୁଣାଣି ମଙ୍ଗଳବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ହୋଇଛି। ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.ଆର୍. ବହିଦାର ମାମଲାର…





