ଦେଶରେ ପ୍ରଥମ: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲାଗିଲା ଏଟିଜି ଅଟୋମେଟିକ ସିଷ୍ଟମ୍
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲୋଟୋ ଟାଇପ ସିଷ୍ଟମ ଉଦଘାଟିତ ହୋଇଛି। ଆଜି ବିମାନବନ୍ଦରର ଟେକ୍ନିକାଲ ଡିଜିଟାଲ ବିଲଡିଂରେ ଏଟିଜି ଅଟୋମେଟିକ ସିଷ୍ଟମର ଟାୱାର ଲଗାଯାଇଛି। ଏହାକୁ ଭାରତ ଇଲେକ୍ଟ୍ରୋନିକ ଲିମିଟେଡ଼ ସହାଭାଗିତାରେ ନିର୍ମାଣ କରାଯାଇଛି। ଡିଜିଟାଲ ବିଲଡିଂରେ ଲାଗିଥିବା…





