ତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ତାଳଚେର : ଆଜି ତାଳଚେର ଜନବିକାଶ କଲ୍ୟାଣ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଗସ୍ତରେ ଥିବା ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ସାରଦା କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାକୁ ନେଇ…

Continue Readingତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ସମାଧାନ ହେଲା ୬୨ଟି ଅଭିଯୋଗ

ଅନୁଗୁଳ: ଆଜି ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ ପ୍ରଧାନ ଯୋଗ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ସମାଧାନ ହେଲା ୬୨ଟି ଅଭିଯୋଗ

ସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍

ଅନୁଗୁଳ: ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍‌ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍‌ ହୋଇଥିଲା ବେଳେ ୫ଟି ଦୋକାନରୁ ୩୩ ହଜାର…

Continue Readingସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍

ଷ୍ଟାଟ୍ ଅପ୍ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ, ଅଭିନବ ଚିନ୍ତାଧାରା ପରିପ୍ରକାଶ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ୩ଟି ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଛି ଷ୍ଟାଟ ଅପ୍ ଓଡ଼ିଶା ଯାତ୍ରା ୨.୦। ଏ ଅବସରରେ ଏକ ରଥ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ସରକାରୀ ପଲିଟେକ୍‌ନିକ୍ ଓ ତାଳଚେର ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ…

Continue Readingଷ୍ଟାଟ୍ ଅପ୍ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ, ଅଭିନବ ଚିନ୍ତାଧାରା ପରିପ୍ରକାଶ କଲେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୁଳ : ସ୍ଥାନୀୟ ଅନୁଗୁଳ ବ୍ଲକ ହୁଲୁରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ…

Continue Readingଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତରେ ଆରମ୍ଭ ହେଲା ବସୁଧା ଯୋଜନା। ଏଣିକି ଲୋକମାନେ ଆଉ ପିଇବା ପାଣି ପାଇଁ ଭୋଗିବେନି ଅସୁବିଧା। ସିଧାସଳଖ ଘରେ ଟ୍ୟାପରୁ ପିଇ ପାରିବେ ଶୁଦ୍ଧ ପାଣି। ଆଜି ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ…

Continue Readingବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି। ବୈଠକରେ ଢେଙ୍କାନାଳ ସାଂସଦ…

Continue Readingଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ସିପିପି ଗେଟ୍ ସାମ୍ନାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ଅନୁଗୁଳ: ସ୍ଥାନୀୟ ସିପିପି ପ୍ଲାଣ୍ଟର ମ୍ୟାଟେରିଆଲ ଗେଟ୍ ସମ୍ମୁଖରେ ଆଜି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ସୂଚନା ମୁତାବକ, ତାଳଚେରରୁ କୋଇଲା ବୋଝେଇ କରି ନାଲକୋ ସିପିପି ପ୍ଲାଣ୍ଟକୁ ଆସୁଥିବା ଏକ ଟ୍ରକ ହଠାତ୍ ଜଳିବାକୁ ଲାଗିଥିଲା।…

Continue Readingସିପିପି ଗେଟ୍ ସାମ୍ନାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତର ତୁରୁଡ଼ା ଯୁବକ ସଂଘ ପରିସରରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୧୦୫ ୟୁନିଟ୍ ରକ୍ତ…

Continue Readingବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି

ଅନୁଗୁଳ/ଭୁବନେଶ୍ୱର: ଅନୁଗୁଳରେ ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କ ପାଇଁ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏ ଅବସରରେ…

Continue Readingଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି