ଲକ୍ଷାଧିକ ଟଙ୍କା ଜାଲିଆତି କରି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଗିରଫ
ଛେଣ୍ଡିପଦା: ଲକ୍ଷାଧିକ ଟଙ୍କା ଜାଲିଆତି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସ୍ଥାନୀୟ ଛେଣ୍ଡିପଦା ଥାନା ଖମାର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ଗିରଫ ମ୍ୟାନେଜରଙ୍କ ନାଁ ନବ କିଶୋର ଧାରୁଆ ବୋଲି ଜଣାଯାଇଛି।…



