କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ଆଠମଲ୍ଲିକ : ସ୍ଥାନୀୟ କନ୍ଧପଡା ପୋଲ ନିକଟରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନକୁ ଗତ ଗୁରୁବାର ରାତିରେ ୩ ଜଣ ଅଟକାଇ ଡକାୟତି ଉଦ୍ୟମ କରିଥିବା ନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳର…

Continue Readingକୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଂହା ଗାଁରେ ବଜ୍ରପାତ ଯୋଗୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ସଜାଡ଼ିବାକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର…

Continue Readingପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି…

Continue Readingମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି,…

Continue Readingଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

କଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ତାଳଚେର: ଶନିବାର କଳାହୀରାର ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଘଣ୍ଟ, ଘଣ୍ଟା, ଭେରୀ, ତୁରୀ, ଲୋକ ନୃତ୍ୟଗୀତରେ ସାରା ବଡ଼ ଦାଣ୍ଡ ଦୁଲୁକି ଥିଲା। ବାଦ୍ୟର ତାଳେ ତାଳେ ଗଜାନନଙ୍କୁ ଅଶ୍ରୁଳ ବିଦାୟ…

Continue Readingକଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

ଅନୁଗୁଳ: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୁଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତିନି ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଯୋଗ ପ୍ରଶିକ୍ଷକ ରୂପାଲି ମହାନ୍ତି…

Continue Readingକାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ…

Continue Readingକର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ

ତାଳଚେର ଲିଙ୍ଗରାଜ ଖଣିରୁ କୋଇଲା ଚୋରି, ୩ ଟ୍ରକ ଓ ୧ ଜେସିବି ଜବତ

ତାଳଚେର: ବେଆଇନ ଭାବେ ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ଚୋରି କରୁଥିବା ୩ଟି ଟ୍ରକ ଓ ଗୋଟିଏ ଜେସିବିକୁ ଜବତ କରିଛନ୍ତି ଓଆଇଏସଏଫ୍ କର୍ମଚାରୀ। ଗୁରୁବାର ବିଳମ୍ବିତ ରାତିରେ ତାଳଚେର ଲିଙ୍ଗରାଜ କୋଇଲାଖଣି ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସ୍‌ଏଫ୍ କର୍ମଚାରୀ ଖଣିର…

Continue Readingତାଳଚେର ଲିଙ୍ଗରାଜ ଖଣିରୁ କୋଇଲା ଚୋରି, ୩ ଟ୍ରକ ଓ ୧ ଜେସିବି ଜବତ

ଡାକ୍ତରଖାନାରେ ଅସଦାଚରଣ: ନିର୍ଧୁମ ଛେଚା ଖାଇ ଲୁଚିଲେ ଡ୍ରେସର

ଅନୁଗୁଳ: ଗତ ମଙ୍ଗଳ ବାର ବିଳମ୍ବିତ ରାତିରେ ଅନୁଗୁଳ ଡାକ୍ତରଖାନା ଆଶୁ ଚିକିତ୍ସା ୱାର୍ଡରେ ଘଟିଥିବା ଏକ ଅସଦାଚରଣ ଘଟଣା ବିଳମ୍ବରେ ହେଉ ପଛେ ଆଜି ପଦାକୁ ଆଇଛି। ଉକ୍ତ ଦିନ ରାତି ପ୍ରାୟ ବାରଟା ବେଳକୁ ସହର ର ଜଣେ…

Continue Readingଡାକ୍ତରଖାନାରେ ଅସଦାଚରଣ: ନିର୍ଧୁମ ଛେଚା ଖାଇ ଲୁଚିଲେ ଡ୍ରେସର

ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପରେ ଅତର୍କିତ ଚଢ଼ଉ କଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍; ଆଦାୟ ହେଲା ମୋଟା ଅଙ୍କର ଫାଇନ୍

ଅନୁଗୁଳ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେହ ଘେରରେ ଥିବା ଜିଲ୍ଲାର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଛି। ଏ ଅବସରରେ ବାସି ଓ ଖରାପ ଖାଦ୍ୟ ପରଷୁଥିବା ହୋଟେଲ, ପେଟ୍ରୋଲ ପମ୍ପ, ମଦ ଦୋକାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଏଥିରେ…

Continue Readingବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପରେ ଅତର୍କିତ ଚଢ଼ଉ କଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍; ଆଦାୟ ହେଲା ମୋଟା ଅଙ୍କର ଫାଇନ୍