ଅନୁଗୁଳରେ ହାତୀ ଆକ୍ରମଣରେ ମୃତାହତଙ୍କ ପାଇଁ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଅନୁଗୁଳ ଓ ବଅଁରପାଳ ବ୍ଲକରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଯିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଛେଲିଆପଦା, ଅଙ୍ଗାରବନ୍ଧ, ବାରସିଂଘା, ଗଡସନ୍ତ୍ରୀ ଗ୍ରାମରେ ହାତୀ ଆକ୍ରମଣରେ ଚାରି ଜଣଙ୍କ…





