ଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।…

Continue Readingଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

ଡେରଜଙ୍ଗ କେନାଲ ଉପରେ ନିର୍ମିତ ନୂତନ ହାଇ ଲେବୁଲ ସେତୁ ଉଦଘାଟିତ, ଆଉ ରହିବନି ଟ୍ରାଫିକ ସମସ୍ୟା

ଅନୁଗୁଳ: ଅନୁଗୁଳ ସହରରେ ଟ୍ରାଫିକ ସମସ୍ୟାକୁ ସଠିକ ପରିଚାଳନା ତଥା ନିୟନ୍ତ୍ରଣ ଲାଗି ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଡେରଜଙ୍ଗ କେନାଲ ଉପରେ ତାମ୍ରିତ କଲୋନୀ ଠାରୁ ଇଡ୍କୋ ଛକ ପର୍ଯ୍ୟନ୍ତ ଏକ ନୂତନ…

Continue Readingଡେରଜଙ୍ଗ କେନାଲ ଉପରେ ନିର୍ମିତ ନୂତନ ହାଇ ଲେବୁଲ ସେତୁ ଉଦଘାଟିତ, ଆଉ ରହିବନି ଟ୍ରାଫିକ ସମସ୍ୟା

ଭଲ ବର୍ଷା ପାଇଁ ଗିରି ଗୋବର୍ଦ୍ଧନଙ୍କୁ ପୂଜା କଲେ ଗାଁ ଲୋକେ

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି। ଚଳିତ ବର୍ଷ ଗାଁ ବୈଠକରେ ଗଣ୍ଡଗୋଳ ହୋଇଥିବାରୁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ପୂଜାରେ ଯୋଗ ଦେଇଥିଲେ। ଗିରି ଗୋବର୍ଦ୍ଧନ ପୂଜା…

Continue Readingଭଲ ବର୍ଷା ପାଇଁ ଗିରି ଗୋବର୍ଦ୍ଧନଙ୍କୁ ପୂଜା କଲେ ଗାଁ ଲୋକେ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ ବିଜେଡି କର୍ମୀ ବହିଷ୍କୃତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବଡ଼ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀଙ୍କୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କିଶୋର୍ ରାଉଳ,…

Continue Readingଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ ବିଜେଡି କର୍ମୀ ବହିଷ୍କୃତ

ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ହେଲେ ଅବନୀକାନ୍ତ ସାହୁ

ଅନୁଗୁଳ: ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ କରାଯାଇଛି। ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଅବନୀକାନ୍ତ ସାହୁଙ୍କୁ ଟାମଡା ଅଧ୍ୟକ୍ଷ…

Continue Readingତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ହେଲେ ଅବନୀକାନ୍ତ ସାହୁ

୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…

Continue Reading୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କର ଅକ୍ଟୋବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ…

Continue Readingଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଜାରି

ତେଲ ପକାଇବା ବାହାନାରେ ଲୁଟିବାକୁ ଆସିଥିଲେ ପେଟ୍ରୋଲ ପମ୍ପ, ମାଡ଼ି ବସିଲା ପୋଲିସ

ଆଠମଲ୍ଲିକ: ଆଠମଲ୍ଲିକ ସହର ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଭାରତ ପେଟ୍ରୋଲିୟମ କମ୍ପାନୀର ପେଟ୍ରୋଲ ପମ୍ପରେ ଗତ ବୁଧବାର ରାତିରେ ଡକାୟତି ଯୋଜନା ଫସର ଫାଟିଛି। ରାତି ପ୍ରାୟ ୧୧ ଟା ସମୟରେ ଡକାୟତମାନେ କାରରେ ତେଲ ପକାଇବା…

Continue Readingତେଲ ପକାଇବା ବାହାନାରେ ଲୁଟିବାକୁ ଆସିଥିଲେ ପେଟ୍ରୋଲ ପମ୍ପ, ମାଡ଼ି ବସିଲା ପୋଲିସ

ନାଲକୋଠାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଅନୁଗୁଳ: ସ୍ଥାନୀୟ ନାଲକୋ ସରସ୍ୱତୀ ବିଦ୍ୟା ମନ୍ଦିରରେ ଏକଲ ବିଦ୍ୟାଳୟ ଆନୁକୂଲ୍ୟ ଓ ନାଲକୋର ସହଭାଗିତାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ଜନଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କାର୍ଯ୍ୟକ୍ରମ ଉଦଘାଟନ…

Continue Readingନାଲକୋଠାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୫ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର କରିଛି। ଜରପଡା ପୋଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖ ରାତିରେ ବଡହିଂସରର ଖୁମ୍ବେଶ୍ୱରୀ ପୀଠର…

Continue Readingଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୫ ଗିରଫ