ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ…

Continue Readingଆଜି ଅନ୍ତର୍ଜାତୀୟ ମହିଳା ଦିବସ

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ

ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ ହାତୀଟି ମାଧପୁର ଜଙ୍ଗଲ…

Continue Readingବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ

ସ୍କୁଲରେ ପଡ଼ିଲା ତାଲା, ଶିକ୍ଷକ ନିଯୁକ୍ତି ଦାବି

ଅନୁଗୁଳ: ଅନୁଗୁଳ ବ୍ଲକ୍ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇବା ରାସ୍ତା ଉପରେ ଧାରଣାରେ ବସିଥିଲେ।…

Continue Readingସ୍କୁଲରେ ପଡ଼ିଲା ତାଲା, ଶିକ୍ଷକ ନିଯୁକ୍ତି ଦାବି

ଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ପୌର ପରିଷଦ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଶେଷ ଦିନରେ କାଉଁସିଲର ପାଇଁ ୫୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ମୋଟ ୮୦ ଜଣ କାଉଁସିଲ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

Continue Readingଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

ବିଜେପିର ନଗରପାଳ ପ୍ରାର୍ଥୀ ତାଲିକା ପ୍ରକାଶ, ଦିଲୀପ ପ୍ରଧାନ ହେଲେ ଅନୁଗୁଳ ପ୍ରାର୍ଥୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ରବିବାର ସନ୍ଧ୍ୟାରେ ତିନୋଟି ନଗରପାଳ ପଦବୀ ପାଇଁ ବିଜେପିର ପ୍ରାର୍ଥୀ…

Continue Readingବିଜେପିର ନଗରପାଳ ପ୍ରାର୍ଥୀ ତାଲିକା ପ୍ରକାଶ, ଦିଲୀପ ପ୍ରଧାନ ହେଲେ ଅନୁଗୁଳ ପ୍ରାର୍ଥୀ

ସ୍କୁଲବସ୍ ଦାବିରେ ଖଣି ରାସ୍ତା ଅବରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମ୍‌ସିଏଲ୍. ପକ୍ଷରୁ ହେଁସମୂଳ ସହରସାହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ଖଣି ପକ୍ଷରୁ ବସ୍ ବ୍ୟବସ୍ଥା ନକରିବା ପ୍ରତିବାଦରେ ଶନିବାର ସକାଳ ୯ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ…

Continue Readingସ୍କୁଲବସ୍ ଦାବିରେ ଖଣି ରାସ୍ତା ଅବରୋଧ

ସିଆଇଏସ୍ଏଫ୍‌ର ସ୍ଥାପନା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସାର କାରଖାନା (ଟିଏଫ୍ଏଲ୍)ରେ ଶନିବାର ସିଆଇଏସ୍ଏଫ୍‌ ବାହିନୀର ୫୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏଥିରେ ତାଳଚେର ୟୁନିଟ୍‌ର ସୁରକ୍ଷା ପ୍ରଭାରୀ ତଥା ସହକାରୀ କମାଣ୍ଡାଣ୍ଟ କେ.କେ ପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ସାରକାରଖାନାର…

Continue Readingସିଆଇଏସ୍ଏଫ୍‌ର ସ୍ଥାପନା ଦିବସ

ଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଧଣ୍ଡାପୋତା ଛକ ଠାରେ ମା' ହିଙ୍ଗୁଳା ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଓ ଯଜ୍ଞ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶନିବାର ସକାଳୁ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ମନ୍ଦିରରୁ ପୂଜକ…

Continue Readingଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନୂତନ ଜିଲ୍ଲା କଳା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କୁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଶନିବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଶ୍ରୀ ନାଏକଙ୍କୁ କାର୍ଯ୍ୟାଳୟରେ…

Continue Readingଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଶାଳୀକୁ ନେଇ ଭିଣୋଇ ଚମ୍ପଟ

ଅନୁଗୁଳ: ଶାଳୀ ପ୍ରେମ ଏମିତି କିମିଆଁ କଲା ଯେ ନିଜ ସ୍ତ୍ରୀ ଓ କୁନି ଝିଅ କଥା ଭୁଲିଗଲେ ଯୁବକ। ଅବିବାହିତା ଶାଳୀଙ୍କ ସହ ସଂସାର କରିବାକୁ ତାଙ୍କୁ ଧରି ଚମ୍ପଟ ମାରିଲେ ଭିଣୋଇ। ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏହି…

Continue Readingଶାଳୀକୁ ନେଇ ଭିଣୋଇ ଚମ୍ପଟ