ଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍‌, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି…

Continue Readingଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ଦିନଠାରୁ ଦୃଢତାର ସହ କରୋନ। ମୁକାବିଲା କରିବା ସହ ଜିଲ୍ଲାର ବିକାଶ ନେଇ ବହୁ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଭିତ୍ତିଭୂମି କିଭଳି ରହିଛି ଏବଂ କଣ୍…

Continue Readingପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଥାନା ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ…

Continue Readingଥାନା ଘେରିଲେ ଗ୍ରାମବାସୀ

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…

Continue Readingଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ…

Continue Readingହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

ଅଳିଆ ପାଇଁ ଟିକସ ଦେବେ‌ ସହରବାସୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ଏବେ ଘର ପାଇଁ ‌ହୋଲ୍‌ଡିଂ ଟିକସ, ଦୋକାନ ପାଇଁ ଲାଇସେନ୍ସ ଫି, ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଟିକସ, ପିଇବା ପାଣି ଟିକସ ନେଉଛି। କିନ୍ତୁ ଆଉ କିଛି ଦିନ ପରେ ଅଳିଆ ପାଇଁ ଅନୁଗୁଳ ସହରବାସୀଙ୍କୁ ଟିକସ…

Continue Readingଅଳିଆ ପାଇଁ ଟିକସ ଦେବେ‌ ସହରବାସୀ

ଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…

Continue Readingଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼

ମହାପ୍ରୟାଣ ଅଚଳ, ଘରୋଇ ଆମ୍ବୁଲାନ୍ସ ମାଲିକ ମାଲାମାଲ୍‌

ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକମାତ୍ର ଶବ ବାହକ ଗାଡ଼ି ମହାପ୍ରୟାଣ ଅଚଳ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା କଥା। ମାତ୍ର ତାହା ହେଉନାହିଁ। ଏହାଫଳରେ ଡାକ୍ତରଖାନାରେ ମୃତ ବ୍ୟକ୍ତିମାନଙ୍କୁ…

Continue Readingମହାପ୍ରୟାଣ ଅଚଳ, ଘରୋଇ ଆମ୍ବୁଲାନ୍ସ ମାଲିକ ମାଲାମାଲ୍‌

୮ ବ୍ୟବସାୟୀ, ୩ ହୋଟେଲ୍ କର୍ମଚାରୀଙ୍କୁ କରୋନା

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀତଳ ପ୍ଲାଜା ମାର୍କେଟ କମ୍ପ୍ଲେକ୍ସକୁ ୭ ଦିନ ପାଇଁ ସିଲ୍ କରା ଯାଇଛି।ଏହି କମ୍ପ୍ଲେକ୍ସ ରେ ଗୋଦାମ ଓ ଦୋକାନ ମିଶାଇ ୧୦୦ ଟି ଘର ରହିଛି । ନିୟମିତ କୋଭିଡ୍ ପରୀକ୍ଷା…

Continue Reading୮ ବ୍ୟବସାୟୀ, ୩ ହୋଟେଲ୍ କର୍ମଚାରୀଙ୍କୁ କରୋନା

ବୋନସ୍‌ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ

ଅନୁଗୁଳ: ପୂଜା ଋତୁରେ ବୋନସ୍‌ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ…

Continue Readingବୋନସ୍‌ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ