ବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଓପିଏସସି ମୁଖ୍ୟ

ଭୁବନେଶ୍ବର : ଘୁଞ୍ଚିଲା ଏଏସଓ ଲିଖିତ ପରୀକ୍ଷା। ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ଏଏସଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ୨୧ ତାରିଖ ଅର୍ଥାତ୍ ରବିବାର ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ପରୀକ୍ଷା…

Continue Readingବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଓପିଏସସି ମୁଖ୍ୟ

ଯୁବ ବିଜେଡି ପକ୍ଷରୁ ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଅନୁଗୁଳ: ରାଜ୍ୟରେ ବନ୍ୟାସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିବାରୁ ଲୋକମାନେ ଘର ଦ୍ୱାର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଗାଁ ବି ଏବେ ଜଳମଗ୍ନ ରହିଛି। ତେବେ ବୁଧବାର ଯୁବ ବିଜେଡିର ଜିଲ୍ଲା ସଭାପତି…

Continue Readingଯୁବ ବିଜେଡି ପକ୍ଷରୁ ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

ଅନୁଗୁଳ: ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଦାଲତ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ। ଆଉ ଏହା ଶୁଣି ଛାନିଆ ହୋଇ ଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ…

Continue Readingକୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର

ଅନୁଗୁଳ: ଜିଲ୍ଲା କାର୍ଯ୍ୟାଳୟ କୋର୍ଟରୁମ୍ ଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍ ୩୮ଟି ଅଭିଯୋଗର ଶୁଣାଣି କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ଯୋଗ…

Continue Readingଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର

ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ, ପୋଷ୍ଟ ସେୟାର କରି ସତର୍କ କଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ଅନୁଗୁଳ: ସାଧାରଣ ଜନତାଙ୍କ ପରେ ଏବେ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ। ଏଥରକ କୌଣସି ତଳିଆ କର୍ମଚାରୀ ନୁହେଁ ବରଂ ଖୋଦ୍ ଜିଲ୍ଲା ମୁଖ୍ୟଙ୍କୁ ଟାର୍ଗେଟ କରିଛନ୍ତି ଠକ। ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ…

Continue Readingଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ, ପୋଷ୍ଟ ସେୟାର କରି ସତର୍କ କଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୁଳ: ନାନା ସମସ୍ୟା ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତର ୪ ନମ୍ବର ୱାର୍ଡବାସୀ। ସେମାନଙ୍କ ଅଭିଯୋଗ ମୁତାବକ, ତାଙ୍କ ଅଞ୍ଚଳରେ ବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟର ସମସ୍ୟା ଦେଖାଦେଉଛି। ବ୍ଲିଚିଂ…

Continue Readingବ୍ଲିଚିଂ ପାଉଡର ଏବଂ ଷ୍ଟ୍ରିଟ୍ ଲାଇଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଅନୁଗୁଳ: ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ ରହିଛି। ଅନୁଗୁଳ ବ୍ଲକ ଓ ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତ ଏବେ ପାଣି ଘେରରେ। ବନ୍ୟା ପ୍ରଭାବିତ…

Continue Readingଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଆଜି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଡ଼ ବଡ଼ ନେତା

ଭୁବନେଶ୍ବର: ଆଜି ହେଉଛି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ। ଏ ଅବସରରେ ଆଜି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏକ ସମୃଦ୍ଧ ଭାରତ ଗଠନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଆଜି ବାଜପେୟୀଙ୍କ ପୁଣ୍ୟତିଥିରେ…

Continue Readingଆଜି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଡ଼ ବଡ଼ ନେତା

ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍ ବଣ୍ଟନ

ଅନୁଗୁଳ: ସପ୍ତାହେ ଧରି ଲାଗି ରହିଥିବା ବର୍ଷା ଯୋଗୁ ଅନୁଗୁଳ ବ୍ଲକର ଟିକରପଡା ପଞ୍ଚାୟତ ଗମ୍ଭୀର ପ୍ରଭାବିତ ହୋଇଛି। ଲୋକଙ୍କୁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏ ଅବସରରେ ଅରୁଣାଭ ସିଂହ,…

Continue Readingଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍ ବଣ୍ଟନ

୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍

ଅନୁଗୁଳ : ନତଡ଼ା ଅଞ୍ଚଳରୁ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅନୁଗୁଳ ଚାଇଲ୍ଡ ଲାଇନ୍ । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳରେ ଏକ ଠିକାଦାରଙ୍କ ଅଧୀନରେ ରେଳ ବିଭାଗର ରାସ୍ତା କାମ ଚାଲିଛି। ସେଠାରେ କଳାହାଣ୍ଡି ଜିଲ୍ଲାର…

Continue Reading୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଲା ଚାଇଲ୍ଡ ଲାଇନ୍