ମହାଦେବ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ
ଅନୁଗୁଳ: ସ୍ଥାନୀୟ ତାକଚେର ବ୍ଲକ ନାତିଡି ଗାଁରେ ମହାଦେବ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସଂଘର ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲଙ୍କ ତତ୍ତ୍ୱାବଧାନରେ ଗାଁ ପିଢ଼ ପଡିଆଠାରେ ବୃକ୍ଷରୋପଣ କରାଯାଇଥିଲା।…



