ଅଣ୍ଡର ବ୍ରିଜ ନିର୍ମାଣ ସହ ୪ ଦଫା ଦାବି ନେଇ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ
ତାଳଚେର: ତାଳଚେର ରେଳବାଇ ଷ୍ଟେସନ ନିକଟସ୍ଥ ବନ୍ତୋଲ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଲୱେର କେତେକ ସମସ୍ୟାର ସମାଧାନ କରିବା ନିମନ୍ତେ ଇଷ୍ଟକୋଷ୍ଟ ରେଳବାଇ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଆଜି ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଏବଂ ସମିତି ସଭ୍ୟା ଅମ୍ରିତା ପାଣି ଦାବି…





