ବିଶ୍ବ ସ୍ତନ୍ୟପାନ ସପ୍ତାହ: ମା’ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ
ଅନୁଗୁଳ: ମା’ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ ଯାହା ଶିଶୁର ଆବଶ୍ୟକତାକୁ ସଠିକ୍ ଭାବରେ ପୁରଣ କରେ। ମା’ କ୍ଷୀରର କୌଣସି ବିକଳ୍ପ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅନୁଗୁଳ ଜିଲ୍ଲା ସ୍ତରୀୟ ବିଶ୍ବ ସ୍ତନ୍ୟପାନ ସପ୍ତାହ ସୋମବାର…



