୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଅନୁଗୁଳ: ସ୍ଥାନୀୟ ସଦର ଥାନା ପୋଲିସ ୧୮.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ସ୍କୁଟର୍(OD…
ଅନୁଗୁଳ: ସ୍ଥାନୀୟ ସଦର ଥାନା ପୋଲିସ ୧୮.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ସ୍କୁଟର୍(OD…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ରକ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ସମ୍ବିଧାନ ଦିବସ" ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଫ୍ୟାମିଲ କୋର୍ଟ ଜଜ ସଦାଶିବ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଅତିଥିମାନେ “ସମ୍ବିଧାନ ଦିବସ” ପାଳନର ମହତ୍ତ୍ବ ସମ୍ପର୍କରେ…
ଆଠମଲ୍ଲିକ: ଆଠମଲ୍ଲିକ ଏନଏସି ୭ ନମ୍ବର ୱାର୍ଡର ଦଳିତ ମହିଳାଙ୍କୁ ପୋଲିସର ଅମାନୁଷିକ ଭାବେ ମାଡ଼ ମାରିବା ଘଟଣାକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁରୁତ୍ୱର ସହ ନେଇଛନ୍ତି। ସେ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ଦାସ, ଏଏସଆଇ ନିରୋଜ କୁମାର…
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଆମ୍ବପାଳ ଗାଁରେ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ପୋଲିସ ସ୍ଵାମୀଙ୍କୁ ଶୁକ୍ରବାର ଗିରଫ କରିଛି। ସୂଚନା ଯେ, ଆମ୍ବପାଳ ଗାଁର ଭ୍ରମର ସାହୁ(୩୭) ୧୨ ବର୍ଷ ତଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ…
ଅନୁଗୁଳ : ଅନୁଗୁଳ ସହରର ଦୈନିକ ବଜାରରେ ଗୁରୁବାର ସାମାନ୍ୟ ଘଟଣାରୁ ଜନୈକ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା।ଯେ, ବଜାରରେ ପୂଜା ସାମଗ୍ରୀ ଦୋକାନ କରିଥିବା ହୁଲୁରୁସିଂହାର ପ୍ରଶାନ୍ତ ରଥଙ୍କ…
ମେଷ : ବ୍ୟବସାୟରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ନିବେଶ କରିବେ। ବନ୍ଧୁର ସହଯୋଗ ମିଳିବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ,…
ତାଳଚେର: ସ୍ଥାନୀୟ ବଡ଼ଦାଣ୍ଡ ସାହିର ବାଉରିବନ୍ଧୁ ବେହେରା (୯୧)ଙ୍କର ଆଜି ପରଲୋକ ଘଟିଛି। ସେ ଜଣେ ରାଜ୍ୟସ୍ତରୀୟ ବ୍ରିଜ ଖେଳାଳି ଭାବେ ପରିଚିତ। ସେ କିଶୋର କ୍ଲବର ବରିଷ୍ଠ ସଦସ୍ୟ ଓ ସ୍ଲୋ ସାଇକେଲ ଚଳାଇବାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ବଉଳି ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଛି। ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ କାରଟି ଓଲଟି ପଡ଼ିଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶତଃ କାରରେ…
ଅନୁଗୁଳ: ପୁଅ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ପ୍ରସନ୍ନ ବାରିକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରସନ୍ନ ବାରିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାନ ପୁଅକୁ ପ୍ରି ପ୍ଲାନ ମର୍ଡର କରି…
କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍ଭିନ୍ ଚଳାଇଛି।…