ଦର ଦାମ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କର ଦର ବୃଦ୍ଧି ରୋକିବା ପାଇଁ କୌଣସି ପ୍ରକାର ଉଦ୍ୟମ ନାହିଁ, ଫଳରେ ଦରବୃଦ୍ଧି ଯୋଗୁ…

Continue Readingଦର ଦାମ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ମୁତାବକ, ଗତ ୩୧ ତାରିଖରେ ସୌନା ସୋରେନ୍(୨୦) ନାମକ ଜଣେ ଯୁବକ ବାହାରେ ବୁଲୁଥିବା ୯ ବର୍ଷର ନାବାଳିକାଙ୍କୁ ବିସ୍କୁଟ ଦେବାକୁ…

Continue Reading୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ତାଳଚେର ସରକାରୀ ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମିମ୍‌ସାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦେଢ଼ ମାସ ଭିତରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବା ସହ ଗଣମାଧ୍ୟମରେ ପ୍ରକାଶିତ…

Continue Readingତାଳଚେର ସରକାରୀ ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ସାପ ସଚେତନତା କର୍ମଶାଳା : ସାପ କାମୁଡ଼ିଲେ ଗୁଣିଆ ନିକଟକୁ ନ ଯାଇ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଲେ ସର୍ପମିତ୍ର

ଅନୁଗୁଳ: ଦୁନିଆ ଯେତେ ଆଗକୁ ଗଲେ ବି ଏବେ ବି ଅନ୍ଧ ବିଶ୍ୱାସ ଲୋକଙ୍କ ପିଛା ଛାଡ଼ୁନି। ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଅନୁଗୁଳରେ ପ୍ରାୟତଃ ଏଭଳି…

Continue Readingସାପ ସଚେତନତା କର୍ମଶାଳା : ସାପ କାମୁଡ଼ିଲେ ଗୁଣିଆ ନିକଟକୁ ନ ଯାଇ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଲେ ସର୍ପମିତ୍ର

ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ କରୁଛନ୍ତି ଟିପିସିଓଡିଏଲ କର୍ମଚାରୀ, ଅଭିଯୋଗ କଲେ ସ୍ଥାନୀୟ ଲୋକ

ତାଳଚେର : ତାଳଚେର ଅଞ୍ଚଳରେ କାର୍ଯ୍ୟରତ ଟିପିସିଓଡିଏଲ କର୍ମଚାରୀ ମନଇଚ୍ଛା ବିଜୁଳି କାଟ କରିବା ସହ ଦାଦାଗିରି କରି ଉପଭୋକ୍ତାଙ୍କ ଠାରୁ ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବିଗତ କିଛି ମାସ ଧରି…

Continue Readingବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ କରୁଛନ୍ତି ଟିପିସିଓଡିଏଲ କର୍ମଚାରୀ, ଅଭିଯୋଗ କଲେ ସ୍ଥାନୀୟ ଲୋକ

ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ଜନବିକାଶ କଲ୍ୟାଣ ସଂଘ

ତାଳଚେର: ତାଳଚେର ବ୍ଲକ ହାଣ୍ଡିଧୂଆରୁ ଘଣ୍ଟାପଡ଼ା ପଞ୍ଚାୟତର ପ୍ରବେଶ ମାର୍ଗରେ ନିର୍ମାଣାଧୀନ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଫାଟକ ବାରମ୍ବାର ବନ୍ଦ ରହୁଥିବାରୁ ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୁଧବାର ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ…

Continue Readingଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ଜନବିକାଶ କଲ୍ୟାଣ ସଂଘ

ତାଳଚେର ସାର କାରଖାନାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରଜା ମହାସଂଘର ଦାବି, ନଚେତ୍ ଧାରଣା ଦେବାକୁ ଚେତାବନୀ

ତାଳଚେର: ୫ ଦଫା ଦାବି ନେଇ ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘ ପକ୍ଷରୁ ଟିଏଫ୍ଏଲ ମହାପ୍ରବନ୍ଧକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏଫ୍.ସି.ଆଇ. ଫୁଟ୍ବଲ୍ ପଡିଆ…

Continue Readingତାଳଚେର ସାର କାରଖାନାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରଜା ମହାସଂଘର ଦାବି, ନଚେତ୍ ଧାରଣା ଦେବାକୁ ଚେତାବନୀ

ଅନୁଗୁଳରେ ହାତୀ ଆତଙ୍କ, ପଲ ପଲ ଦନ୍ତା ପଶି ଉଜାଡ଼ି ଦେଉଛନ୍ତି କ୍ଷେତ ବାଡ଼ି

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼, ରଙ୍କାସିଂହା, ତଳମୂଳ, ଫୁଲପଡା ଅଞ୍ଚଳରେ ଗତ କିଛି ଦିନ ହେବ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀ ପଲ ଫସଲ ସହ ବାଡ଼ି ବଗିଚା ନଷ୍ଟ କରୁଛନ୍ତି। ଫଳରେ ଲୋକମାନେ ଭୟରେ ସମୟ…

Continue Readingଅନୁଗୁଳରେ ହାତୀ ଆତଙ୍କ, ପଲ ପଲ ଦନ୍ତା ପଶି ଉଜାଡ଼ି ଦେଉଛନ୍ତି କ୍ଷେତ ବାଡ଼ି

ଏଣିକି ସ୍ୱାଭିମାନର ସହ ବଞ୍ଚିବେ କିନ୍ନର: ପଣସରୁ ପ୍ରସ୍ତୁତ କରିବେ ଚିପ୍ସ, ନେଲେ ତାଲିମ

ଅନୁଗୁଳ: ସମାଜରେ ସମ୍ମାନ ସହ ବଞ୍ଚିବା ସହ ରୋଜଗାର କରିବା ପାଇଁ ତୃତୀୟ ଲିଙ୍ଗ ଏବେ ବି ସଂଘର୍ଷ ଜାରି ରଖିଛନ୍ତି। କିନ୍ନରଙ୍କୁ ସ୍ୱାଭିମାନ ସହ ବଞ୍ଚିବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ଅନୁଗୁଳର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ। ତାଳଚେର ସୋସିଆଲ…

Continue Readingଏଣିକି ସ୍ୱାଭିମାନର ସହ ବଞ୍ଚିବେ କିନ୍ନର: ପଣସରୁ ପ୍ରସ୍ତୁତ କରିବେ ଚିପ୍ସ, ନେଲେ ତାଲିମ

ପ୍ରଥମ ଥର ପାଇଁ ଡାକ ଘରେ ମିଳୁଛି ଜାତୀୟ ପତାକା, ମୂଲ୍ୟ ମାତ୍ର ୨୫ ଟଙ୍କା

ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଚଳିତବର୍ଷ ପାଳିତ ହେଉଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଜ ନିଜ ଘରେ ଜାତୀୟ ପତାକା ଲଗାଇବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାକୁ…

Continue Readingପ୍ରଥମ ଥର ପାଇଁ ଡାକ ଘରେ ମିଳୁଛି ଜାତୀୟ ପତାକା, ମୂଲ୍ୟ ମାତ୍ର ୨୫ ଟଙ୍କା