ଅଟୋ ଟ୍ରାକ୍ଟର ଧକ୍କା, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଦୈନିକ ବଜାରଠାରେ ସୋମବାର ରାତିରେ ଏକ ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନଯାୟୀ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ପିତବାସ ସାହୁ(୩୪)…

Continue Readingଅଟୋ ଟ୍ରାକ୍ଟର ଧକ୍କା, ଜଣେ ମୃତ

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗାଁରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ସ୍ବାମୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ମିଲି ସାହୁ(୨୮)ଙ୍କୁ ଗତ…

Continue Readingସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ନାବାଳିକା ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହା ଅଞ୍ଚଳରୁ ନିଖୋଜ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନୁଗୁଳ ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ବନ୍ତଳା ଥାନା ତୁମୁଣି ଗ୍ରାମରେ ନାବାଳିକା ଜଣକ ଥିବା ଜାଣିପାରିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ରବିବାର…

Continue Readingନାବାଳିକା ଉଦ୍ଧାର

ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓର ବିକ୍ଷୋଭ

ଅନୁଗୁଳ: ରେଳ ବିଭାଗରେ ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓ ପକ୍ଷରୁ ଶନିବାର ଅନୁଗୁଳ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରେଳ ବିଭାଗର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ବିରୋଧ କରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଚଳାଇଥିବା ଛାତ୍ର, ଯୁବକଙ୍କ ଉପରେ…

Continue Readingନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓର ବିକ୍ଷୋଭ

ୱେବସାଇଟ୍ ଲୋକାର୍ପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମା' ହିଙ୍ଗୁଳା ପାଠାଗାରର ନିଜସ୍ବ ୱେବସଇଟ୍ କଳମଛୁଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲୋକାର୍ପିତ ହୋଇଛି। ଉପଦେଷ୍ଟା ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ବିଭୂତିଭୂଷଣ ସ୍ବାଇଁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା…

Continue Readingୱେବସାଇଟ୍ ଲୋକାର୍ପିତ

ଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

ଅନୁଗୁଳ: ଅନୁଗୁଳ ମାଟିଆସାହିସ୍ଥିତ ଓପିଟିସିଏଲ୍ କାର୍ଯ୍ୟାଳୟ ନିକଟରୁ ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଯାଇଛି। ୧୩ ମିଟର ଲମ୍ବ ବିଶିଷ୍ଟ ୮ଟି ବିଦ୍ୟୁତ୍ ଖୁଣ୍ଟ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଠିକାସଂସ୍ଥା କୋର ଏନର୍ଜି ସିଷ୍ଟମ…

Continue Readingଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

ଅନୁଗୁଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଶତାଧିକ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନଥିବାରୁ ଏହିସବୁ ୱାର୍ଡ଼ରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।…

Continue Reading୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅନୁଗୁଳ: ତ୍ରି-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅଧ୍ୟକ୍ଷତା କରି ଉପସ୍ଥିତ ଅଧିକାରୀମାନଙ୍କୁ ସଜାଗ ରହିବା ସହ ଆଦର୍ଶ ଆଚରଣ…

Continue Readingପଞ୍ଚାୟତରାଜ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଏବେ ଚାଲିଛି ମିଶାଣ ଫେଡାଣର ପର୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ…

Continue Readingଏବେ ଚାଲିଛି ମିଶାଣ ଫେଡାଣର ପର୍ବ

ଦ୍ବିତୀୟ ବିବାହ କରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା କାକୁଡ଼ିଆ ଗାଁର ସୁବଳ ବେହେରା( ୩୦) ନାମକ ଜଣେ ଯୁବକ ତାର ପ୍ରଥମ ପତ୍ନୀଙ୍କୁ ମାଡପିଟ କରିବା ସହ ପୁଣି ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ପତ୍ନୀ ରୂପେ ଗ୍ରହଣ କରିବା ଅଭିଯୋଗରେ କଣିହାଁ…

Continue Readingଦ୍ବିତୀୟ ବିବାହ କରି ଯୁବକ ଗିରଫ